Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ତାଳଚେର ଟିଟି ପି ଏସ୍ ଏନ୍ ଟି ପି ସି ପ୍ଲାଣ୍ଟ ଭୂମି ପୂଜନ ସହ କାର୍ଯ୍ୟ ଆରମ୍ଭ ପାଇଁ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଚିଠି 

 

 

ଜାଗ୍ରତ ଭାରତ ନୀଉଜ, ୨୫/୦୩ /୨୦୨୧, ରିପୋର୍ଟ, ସୌମ୍ୟରଞ୍ଜନ ଶତପଥୀ, ତାଳଚେର : ତାଳଚେର ଥର୍ମାଲ ପାୱାର ଷ୍ଟେସନର ଶୀଘ୍ର ଭୂମି ପୂଜନ ସହ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଗଲେ ଏହାଦ୍ୱାରା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ୧ ଲକ୍ଷ ପରିବାର ନିର୍ଭର କରି ଚଳୁଥିବା ଲୋକ ଉପକୃତ ହୋଇପାରନ୍ତେ ।ଏଥିପାଇଁ ମାନ୍ୟବର ବିଧାୟକ ତାଳଚେର ତଥା ଶ୍ରମିକ ନେତା ଶ୍ରୀ ବ୍ରଜ କିଶୋର ପ୍ରଧାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ.ସିଂ ଓ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କଲେ ।ରାଜ୍ୟ ସରକାରଙ୍କ ଠାରୁ ସମସ୍ତ ମଞ୍ଜୁରୀ ମିଳିବା ପରେ କେନ୍ଦ୍ରସରକାରଙ୍କ ଅଧୀନରେ ଥିବା Ntpc-Ttps ର ଏକପାଖିଆ ନିଷ୍ପତ୍ତିକୁ ମାନ୍ୟବର ବିଧାୟକ ତାଳଚେର ଆମ ସମସ୍ତଙ୍କ ମାନ୍ୟବର ତାଳଚେର ବିଧାୟକ ଶ୍ରୀ.ବ୍ରଜ କିଶୋର ପ୍ରଧାନ ତୀବ୍ର ନିନ୍ଦା କରିଛନ୍ତି।

You missed