Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କରୋନା ରୁ ସୁରକ୍ଷୀତ ପାଇଁ ହୋଲି ଖେଳ ରେ କଟକଣା

ଆଉ ଦୁଇ ଦିନ ପରେ ରଙ୍ଗ ର ପର୍ବ ହୋଲି। ଢେଙ୍କାନାଳ ସହର ଓ ବଜାର ରେ ରଙ୍ଗ ବେରଙ୍ଗର ପିଚକାରୀ ଓ ଅବିର ରଙ୍ଗର ପସରା ମେଲେଇ ହେଲାଣି ।କରୋନା ଭୟାବହ ହେତୁ ବ୍ୟବସାୟୀ ମାନେ ଆଶଙ୍କାରେ ରହି ମାନ୍ଦାବସ୍ଥା ଭୋଗ କରୁଛନ୍ତି। ବ୍ୟବସାୟୀ ଙ୍କ କହିବା ଅନୁସାରେ ଯଦି କରୋନା ଭୟ ନଥାନ୍ତା ପରିବାର ପୋଷଣ ପାଇଁ ବେଶ ଦୁଇପଇସା ବ୍ୟାପାର ହୋଇଥାନ୍ତା

You missed