Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କେତେ ଯତ୍ନବାନ ଆମ ଜନତା 

 

ଜେ ବି ଏନ୍, ରିପୋର୍ଟ, ସୁବ୍ରତ କୁମାର ସାମଲ), (୦୫/୦୪/୨୦୨୧୧), ଅନୁଗୋଳ : ଅନୁଗୋଳ ଜିଲ୍ଲା ପୌରପାଳିକା ସାମାନାରେ ଥିବା ଏକତା ହିଁ ବଳ ଭାସ୍କର୍ଯ୍ୟ ପ୍ରତିମୂର୍ତ୍ତି ତଳେ ପରିସ୍ରା କରୁଥିବା ଫୋଟ ଭାଇରାଲା ହେଉଛି।ପୌରପାଳିକା କଡରେ ପରିସ୍ରା କରୁଛନ୍ତି ଲୋକେ। ବଡ଼ ପ୍ରଶ୍ନ ପ୍ରଶାସନ ନଜରକୁ ପଡୁନି କେମିତି।