କୋରୋନା ସଂକ୍ରମଣ ବଢୁଛି ସୂଚନା
ଆଜି ବି କୋରୋନା ସଂକ୍ରମଣ ୩ ହଜାର ପାର ।
ଗତ ୨୪ଘଣ୍ଟାରେ ୩,୦୧୬ କୋରୋନା ପଜିଟିଭ ଚିହ୍ନଟ ।
ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଖ୍ୟା ୧୫,୨୦୮ କୁ ବୃଦ୍ଧି ହୋଇଛି ବୋଲି ସୂଚନା ମିଳିଛି ।