ଶ୍ରୀ ପ୍ରକାଶ ଚନ୍ଦ୍ର ଦଳାଇ ଙ୍କୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଭାବେ ଦାୟିତ୍ୱ

ଜେ ବି ଏନ, ୧୯/୦୧/୨୦୨୧, (ରିପୋର୍ଟ, ବ୍ୟୁରୋ, BD), ଜଗତସିଂହପୁର:ରାଜ୍ୟ ବିଜେପି ଦଳ ର ସଭାପତି ଶ୍ରୀମାନ ଇରାଷିସ ଆଚାର୍ଯ୍ୟ ଆଜି ବିଧିବଦ୍ଧ ଭାବେ ଶ୍ରୀ ପ୍ରକାଶ ଚନ୍ଦ୍ର ଦଳାଇ ଙ୍କୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଭାବେ ଦାୟିତ୍ୱ ଦେଇଛନ୍ତି ବୋଲି ସୂତ୍ର ରୁ ଜଣାପଡିଛି l ଡ଼ଃ ଦଳାଇ ତୃଣ ମୂଳ ସ୍ତର ରୁ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ରୁ ଛାତ୍ର ରାଜନୀତି ଆରମ୍ଭ କରି ଲୋକ ଙ୍କ ବିଭିନ୍ନ ସମସ୍ୟା ସହ ଦୁଃଖ ସୁଖ ର ସାଥି ଭାବେ ଜଗତସିଂହପୁର ଜିଲ୍ଲାରେ ବେଶ ପରିଚିତ lଖବର ପାଇଁ ଜଗତସିଂହପୁର ରେ ଖୁସିର ଲହରୀ ଖେଳି ଯାଇଛି l ଜିଲ୍ଲା ର ଅଗ୍ରଣୀ ସାମାଜିକ ସଙ୍ଘଠନ ବାଣୀକ୍ଷେତ୍ରସୁରକ୍ଷାପରିଷଦ ର ଆବାହକ ବଳରାମ ଦଳାଇ , ସଂଯୋଜକ ଦେବାଶିଷ ଚୌଧୁରୀ , ସଭାପତି ଶକ୍ତିଧର ମିଶ୍ର ଖୁସି ଓ ଆନନ୍ଦ ଅନୁଭବ କରିଛନ୍ତି l



