Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ହୋଲିରେ ବୃକ୍ଷ ରୋପଣ ପାଇଁ ସଚେତନତା ବାଣ୍ଟିଲେ ପ୍ରଧାନ ଶିକ୍ଷକ 

 

 

ଜେ ବି ଏନ, ୨୯/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ହୋଲି ପର୍ବ ପାଳନ ଅବସରରେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ବିଦ୍ୟାଳୟ ପରିସରରେ ଚାରା ରୋପଣ କରି ପରିବେଶ କୁ ସୁରକ୍ଷା ଦବାକୁ ସମସ୍ତ ଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସବୁଜିମା ନଷ୍ଟ ସୋଇଯାଇଛି। ଏଣୁ ପରିବେଶ କୁ ସୁରକ୍ଷା ଦବାକୁ ଆମେ ସମସ୍ତେ ଏକାଠି ହୋଇ ଚାରା ରୋପଣ କରିବା ବୋଲି ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ବାର୍ତ୍ତା ପ୍ରଦାନ କରିଛନ୍ତି।

You missed