Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଯୁବତୀଙ୍କୁ ବିବାହିତ ପ୍ରେମିକଙ୍କ ଧୋକ୍କା 

 

ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ମଦନ ସାହୁ), ନାଲକୋ : ଅନୁଗୋଳ ନାଲ୍‌କୋ ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ପ୍ରତାରଣା କରିଥିବା ନାଲକୋ ଥାନାରେ ଅଭିଯୋଗ ସୂଚନା ଲିପୁ ଘରଭଡ଼ା ନେଇ ଯୁବତୀଙ୍କ ଗାଁ ପାଖରେ ରହି ପ୍ରମ ଜାଲରେ ଫସାଇ ଜଣେ ବିବାହିତ ଯୁବକ ପ୍ରତାରଣା କରିଥିବା ଅଭିଯୋଗ ହାଇଥିବା ସୂଚନା ମିଳିଛି।ଲିପୁ ପାଣି ଓ ଯୁବତୀ ଉଭୟ ଏକାଠି ଡ୍ୟୁଟି କରନ୍ତି । ଉଭୟଙ୍କ ମଧ୍ୟରେ ପ୍ରମ ହାଇଯାଇଥିଲା । ପ୍ରେମିକ ଜଣକ ହେଲେ ପରଜଙ୍ଗ ଥାନା ସାଆଁଦା ଅଞ୍ଚଳର ଲିପୁ ପାଣି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଲିପୁ ବିବାହିତ ଏବଂ ତାଙ୍କର ଏକ ପୁତ୍ର ସନ୍ତାନ ଅଛି । ଏ ନେଇ ଥନରେ କୌଣସି ମାମଲା ରୁଜୁ ହୋଇନାହିଁ । ପ୍ରକାଶ ଯେ ଲିପୁ ୪ଦିନ ତଳେ ଯୁବତୀଙ୍କୁ ନେଇ କେଉଁଆଡ଼େ ପଳାଇ ଯାଇଥିଲେ।ଲିପୁ ନାଲକୋରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଆଜି ଯୁବତୀଙ୍କୁ ଲିପୁ ଛାଡ଼ି ଦେବାରୁ ଯୁବତୀ ଜଣଙ୍କ ଥାନାରେ ଏତଲା ଦେଇଥିଲେ।

You missed