Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ତୁରଙ୍ଗ ଗ୍ରାମର ପ୍ରଶାନ୍ତି ହୋଟେଲ ସାଇଡରେ ଜବର ଦଖଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ 

ଜେ ବି ଏନ୍ ୧୩/୦୪/୨୦୨୧,(ରିପୋର୍ଟ ଚୈତନ୍ୟ ସାହୁ)ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତ ରେ କଲ୍ୟାଣୀ ମଣ୍ଡପ ପାଇଁ ଜବର ଦଖଲ ଉଚ୍ଛେଦ। ତୁରଙ୍ଗ ଗ୍ରାମ ପଞ୍ଚାୟତ ର ପ୍ରଶାନ୍ତି ହୋଟେଲ ସାଇଡ ରେ ତୁରଙ୍ଗ ପଞ୍ଚାୟତ ପାଇଁ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ କିଛି ଉଠା ଦୋକାନୀ କରିଥିବା ଜବର ଦଖଲ କୁ ଉଚ୍ଛେଦ କରାଯାଇଥିବାର ଦେଖିବାକୁ ମିଳିଥିଲା। ଏହି ଉଚ୍ଛେଦ ପ୍ରକ୍ରିୟାରେ ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ଏସଡି ପି ଓ ଅଶ୍ୱନୀ କୁମାର ସାହୁ, ବଅଁରପାଳ ତହସିଲଦାର ଜିତେନ୍ଦ୍ର ସାହୁ , ଙ୍କ ସହ କୁରୁଡ଼ୋଲ ଆରଆଇ ମଧ୍ଯ ଉପସ୍ଥିତ ରହିଥିବାର ଦୃଶ୍ୟା ସାମ୍ନା କୁ ଆସିଥିଲା

You missed