Spread the love

ବିଜେପିର ମହିଳା ମୋଚ୍ଚାର ଜିଲ୍ଲା ସଭାପତିଙ୍କ ଭାଇ ବିଜେଡ଼ିରେ ଯୋଗଦେଲେ

ବିଷୟ_____ ଆଜି ବିଜୁଜନତା ଦଳର ପ୍ରତିଷ୍ଠା ଦିବସରେ ବିଂଝାରପୁର ବ୍ଳକର ଆଉରି ଠାରେ ଅନୁଷ୍ଠିତ ସଭାରେ ଯାଜପୁର ଜିଲ୍ଲା ମହିଳା ମୋଚ୍ଚାର ସଭାନେତ୍ରୀ ବବିତା ମଲ୍ଲୀକଙ୍କ ଦୁଇଭାଇ ମନ୍ତ୍ରୀ ପ୍ରମିଳା ମଲ୍ଲୀକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ।ଯେକି ଦେବବ୍ରତ ଭ ଉଣିଙ୍କ ବଡ଼ ସହଯୋଗି ଥିଲେ ।ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ,ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁଜନତା ଦଳରେ ଯୋଗଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You missed