Spread the love

ସାହାରପଡା ବ୍ଲକ ବଡ଼ବିଲ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଛି ଏହି ପାଟଣା ନିର୍ବାଚନ ମଣ୍ଡଳୀରେ ପାଟଣା ବିଧାୟକ ଜଗନ୍ନାଥ ନାୟକ ଙ୍କ ସହାୟତାରେ ପାଟଣା ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ B J D କର୍ମୀ ଯୋଗଦେଇ ସଭା ସାଫଲ୍ୟ କରିଥଲେ ପାଟଣା ନିର୍ବାଚନ ମଣ୍ଡଳୀରୁ ବିଶିଷ୍ଟ ବଡ଼ ବଡ଼ ନେତା ମାନେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କିପରି ଭାବରେ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ଅନୁସାରେ କାର୍ଯ୍ୟ ଚାଲିଛି ତାହା ମୁଖ୍ୟବକ୍ତା ମାନେ ବୁଝାଇଥିଲେ ତା ସହିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରିଥିଲେ ଜାଗ୍ରତ ଭାରତ ନ୍ୟୁଜ କେଉଁଝର ସାହାରପଡା ରୁ ହୃଦାନନ୍ଦ ମହାପାତ୍ର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed