Spread the love

ବ୍ରହ୍ମପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା

ବ୍ରହ୍ମପୁର..ବ୍ରହ୍ମପୁର ପୁଲିସକୁ ମିଳିଛି ପୁଣି ଏକ ସଫଳତା। ଏହି ସଫଳତା କୁ ନେଇ ବ୍ରହ୍ମପୁର ଏସପି ଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ବିଳନୀ ହୋଇଯାଇଛି.ଗତ କିଛିଦିନ ଦିନ ପୂର୍ବେ ବ୍ରହ୍ମପୁର ସହର ଓ ଉପକଣ୍ଠରେ ବୁଲେଟ ଓ ଆର ୱାନ ବାଇକ୍ ରେ ଆସି ଲୁଟେରା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଠାରୁ ସୁନା ଗହଣା, ଟଙ୍କା ଓ ମୋବାଇଲ ଲୁଟ କରିଥିଲେ। ଏ ନେଇ ଗୋସାଣୀନୂଆ ଗାଁ, ସଦର, ଗୋପାଳପୁର ଥାନା ସମେତ ଅନ୍ୟାନ୍ୟ ଥାନାରେ ଅଭିଯୋଗ ହୋଇଥିଲା । ଏହି ନୂଆ ଲୁଟେରା ଗ୍ୟାଙ୍ଗକୁ ପୁଲିସ କାବୁ କରି ସେମାନଙ୍କ ନିକଟରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଛି ।ଏହି ଘଟଣା ରେ
ପୋଲିସ ଜଣେ ନାବାଳକ ସହ ୫ ଜଣଙ୍କୁ ଗିରଫ କରିବା ସହ ଜଣେ କ୍ରେତା ଙ୍କୁ ଗିରଫ କରିଛି .ସେମାନେହେଲେ ସୁଶାନ୍ତ ସାହୁ (୨୪) ବ୍ରଜରାଜ ନଗର, ସୁଖଦେବ ସାହୁ ( ୨୩)ଝାଡ଼ାଙ୍କୁ (ନିମଖଣ୍ଡି ),ସାଗର ସାହୁ (୧୯) ଗଜପତି ନଗର ପଞ୍ଚମ ଲେନ, ସୁମନ
ଚୌଧୁରୀ(୧୯)ଶ୍ରୀରାମ ନଗର, ପିଙ୍କୁ ସାହୁ (୨୫)ସିନ୍ଦୁର ପୁର (ଛତ୍ରପୁର ), ଜଣେ ନା ବାଳକ ଥିବା ବେଳେ କ୍ରେତା ହେଉଛନ୍ତି କିସାନ ସାହୁ.ସେମାନଙ୍କ ଠାରୁ ପୋଲିସ
୫ ମଟର ସାଇକେଲ୧୭ଟି ମୋବାଇଲି,୧ଟି ଏମ9 ପରେଟ ବନ୍ଧୁକ,୧ଖେଳନା ବନ୍ଧୁକ,୩୮
ଗ୍ରାମ ସୁନା,୫୫ଗ୍ରାମ ରୁପା, ଟଙ୍କା ୩୩୩୨ପୋଲିସ ଜବତ କରିଛି।

Leave a Reply

Your email address will not be published. Required fields are marked *

You missed