କେଡିଆ ବ୍ରଦର୍ସ୍ ଉଦଘାଟିତ
ଢେଙ୍କାନାଳ ମହାବୀର ବଜାର ଠାରେ କେଡିଆ ବ୍ରଦର୍ସ୍ ଉଦଘାଟିତ ହୋଇଯାଇଛି। ଏହା କୁ ଉଦଘାଟନ କରିଥିଲେ ପ୍ରେମ କେଡିଆ। ଦିପକ କେଡିଆ, ବିଟୁ କେଡିଆ । ଏଠାରେ ବିଭିନ୍ନ ଲୁଗା, ଠାକୁର ପୂଜା ଲୁଗା, ଧୋତି, ପ୍ୟାଣ୍ଟ୍ ସାର୍ଟ କପଡା ଠାକୁର ଙ୍କ ଘାଗେରା ବସ୍ତ୍ର, ଅସ୍ତ୍ରକନା ଓ ବିଭିନ୍ନ ବ୍ରାଣ୍ଡ ଲୁଗା ବିକ୍ରି କରାଯାଉଛି।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
