Spread the love

ଢ଼େଙ୍କାନାଳ – କୋରିଆ ବାଇପାସ୍ ରେଳୱେ ଲାଇନ ରୁ ଉଦ୍ଧାର ହେଲା 12ft ର ଅଜଗର। ସାପ ଟି ରେଲୱେ ଲାଇନ ରେ 2 ଖଣ୍ଡ ହେଇଯାଇଥିଲା. ପରେ ସେଠିକାର ଗ୍ରାମ ବାସୀ ସାପ ଟିକୁ ଜୀବିତ ଅବସ୍ଥା ରେ ଦେଖିଥିଲେ, ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ଦଳ ଙ୍କୁ ଜଣାଇଥିଲେ. ଖବର ପାଇ ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳ ର ସଦସ୍ୟ ସୋମ୍ୟାଜିଟ୍ ରଥ , ସୂର୍ଯ୍ୟକାନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ଆଘାତ ସାପ ଟିକୁ ଉଦ୍ଧାର କରିଥିଲେ । ପରେ ବନ୍ୟ ବିଭାଗ ଙ୍କ ଅନୁମତି ନେଇ ଢେ଼ଙ୍କାନାଳ ପ୍ରାଣୀ ଚିକିତ୍ସଳୟ ରେ ଭର୍ତ୍ତି କରିଥିଲେ। ସେଠାରେ ସାପଟିର ଚିକିତ୍ସା କରାଯାଇଥିଲା ଓ ତାକୁ ନେଇ ବନ ବିଭାଗରେ ରଖାଯାଇ ସାପଟି ସୁସ୍ଥ ହେବା ପଜନ୍ତ ଚିକିତ୍ସା କରାଯିବ। ପରେ କପିଳାସ ଜଙ୍ଗଲ ରେ ଛଡ଼ା ଯିବ।

Leave a Reply

Your email address will not be published. Required fields are marked *

You missed