Spread the love

ବିକାଶ ଧାରା, ଓଡିଶା ସାରା କାର୍ଯ୍ୟକ୍ରମ

ଆଜି ନେତାଜୀ ସଂଗାଳୟ ସ୍ତିତ ସଂସ୍କୃତି ଭବନ ଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, କଟକ ଜିଲ୍ଲାର ବିକାଶ କି ଭଳି ହୋଇଛି ବିଗତ 2ବର୍ଷ ମଧ୍ୟରେ ଆଉ କଣ ବିକାଶ ହେବ ସେହି ବିଷୟରେ ଆଲୋଚନା ହୋଇଥିଲା , ରାଜ୍ୟରେ କଣ କଣ ବିକାଶ ହୋଇଛି ବିଗତ ୨ ବର୍ଷରେ, ତଥା ଆଗକୁ ଆଉ କଣ କଣ ବିକାଶ କାର୍ଯ୍ୟ ହେବ,ଏହି କାର୍ଯ୍ୟକ୍ରମରେ
ମୂଖ୍ୟ ଅତିଥି ଭାବରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସଦର ବିଧାୟକ ପ୍ରକାଶ ସେଠି, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ, ନିଆଳି ବିଧାୟକ ଛବି
ମଲିକ, ଜଗସିଂପୁର ସାଂସଦ ବିଭୁ ତରାଇ, କଟକ ଜିଲ୍ଲାପାଳ
ଦତ୍ତାତ୍ରାୟ ଭାଓସିଂ ସିନ୍ଧେ, କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି, ମହାନଗର ନିଗମ କମିଶନ ତଥା ସବୁ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ, ଶେଷରେ ସର୍କିଟ ହାଉସରେ ସାମ୍ବାଦିକ ସମିଳନୀ କରିଥିଲେ।

Leave a Reply

Your email address will not be published. Required fields are marked *

You missed