Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗଞ୍ଜାମ କଂଗ୍ରେସ କମିଟି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ରାଜ୍ୟପାଳ ଙ୍କ ନିକଟକୁ ଦାବିପତ୍ର

ଜେ ବି ଏନ, ୨୧/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ରାଜ୍ୟରେ ଦିନକୁ ଦିନ ଶିଶୁ ପ୍ରତି ହେଉଥିବା ଅପହରଣ,ହତ୍ୟା ,ଧର୍ଷଣ,ବଢ଼ିବାରେ ଲାଗିଛି, ଯେପରି,ପରୀ, ଆୟୁଷ, ପିହୁ,ସ୍ଵତି, କୋମଳ ମୋତି ଶିଶୁ ମାନଙ୍କ ଘଟଣା ପ୍ରତି ହୋଇଥିବା ଘଟଣା ଅତୀ ନିନ୍ଦୋନିୟୋ ହୋଇଥିବା ବେଳେ ରାଜ୍ୟ ରେ ବର୍ତ୍ତମାନ 11 ଶିଶୁ ନିଖୋଜ ଅଛନ୍ତି, ଆଜି ଗଞ୍ଜାମ କଂଗ୍ରେସ କମିଟି ପକ୍ଷରୁ ଶିଶୁ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର କୁ ବିରୋଧ କରି ବରହମପୁର ଆରକ୍ଷୀ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କୁ ଏକ ଦାବି ପତ୍ର ଦିଆଯାଇଛି l

You missed