ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ କଟକ ସମ୍ମୁଖରେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ପ୍ରତିବାଦ ସଭ

ଜେ ବି ଏନ, ୨୧/୧୨/୨୦୨୦, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି ଙ୍କ ସହ ପ୍ରଦୀପ୍ତ କୁମାର ଘଡେଇ), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ କଟକ ସମ୍ମୁଖରେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ପ୍ରତିବାଦ ସଭା ଆୟୋଜିତ ହୋଇଛି। ଏହି ସଭା ରେ କଂଗ୍ରେସ ର ବହୁ
ତୁଙ୍ଗ ନେତା ମାନେ ଯୋଗ ଦେଇଛନ୍ତି l ତାଙ୍କ ମାନଙ୍କ ମଧ୍ୟ ରୁ ଆମେ ଶ୍ରୀ ପଞ୍ଚାନନ କାନୁନଗୋ ଙ୍କ ଲାଇଭ ଚିତ୍ର ପରିବେଷଣ କରୁଛୁ l ସେ ନିଜ ବକ୍ତବ୍ୟରେ କହିଛନ୍ତି ଯେ BJD ସରକାର ଆଜି ଫେଲ ମାରିଛି l ଜନତା ଙ୍କ ସୁରକ୍ଷା ନାରୀ ସୁରକ୍ଷା ରେ ଆଉ ପୁଲିସ ପ୍ରଶାସନ ବି ତାଙ୍କ ହୁକୁମ୍ ର ଗୁଲାମ ବନି ରହିଛି l ଆଉ ବିଜେପି ମଧ୍ଯ cbi ଯାଂଚ କହି ପ୍ରହସନ କରୁଅଛି l ସିଷ୍ଟମ୍ ଚେଞ୍ଜ ହବା ଦରକାର ବୋଲି ପ୍ରକାଶ କରିଥିଲେ l
କଟକ ରୁ ରିପୋର୍ଟ୍ ପ୍ରଦୀପ କୁମାର କାଣ୍ଡି ଙ୍କ ସହ ପ୍ରଦୀପ୍ତ କୁମାର ଘଡେଇ



