Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଥମିନି କରୋନା, ଆଜି ଦିଲ୍ଲୀ ଏୟାରପୋର୍ଟ ରୁ ଛଅ ଜଣ କରୋନା ପଜିଟିଭ ଚିହ୍ନଟ 

ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜି ଦିଲ୍ଲୀ ଏୟାରପୋର୍ଟ ରୁ ଛଅ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ ଆଜି ଦିଲ୍ଲୀ ବିମାନବନ୍ଦରରେ ଜଣ ଯାତ୍ରୀ COVID19 ପରୀକ୍ଷା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟ ମାନେ ଆନୁଷ୍ଠାନିକ କ୍ୱାରାନଟାଇନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି l ସୂଚନା ମୁତାବକ ପ୍ରାୟ 50 ଯାତ୍ରୀଙ୍କୁ କ୍ୱାରାନଟାଇନ ପାଇଁ ପରାମର୍ଶ ଦିଆଯାଇଛି।