ଅରୁଣାଚଳ ପ୍ରଦେଶ ରେ ଭୂକମ୍ପ ଅନୁଭୂତ

ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଏକ ଭୂକମ୍ପ ଅନୁଭୂତ ହୋଇଛି ।
ସୂଚନା ମୁତାବକ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୭ ଥିଲା | ଚାଙ୍ଗଲାଙ୍ଗର ୮୬ SW ରେ ଭୂପୃଷ୍ଠ ତଳେ ୧୫୦ କିଲୋମିଟର ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି l



