Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ଦିତୀୟ ଦିନ ଟେଷ୍ଟ କ୍ରିକେଟ : ଅଷ୍ଟ୍ରେଲିଆ ୬୭/୩

ଜେ ବି ଏନ, ୨୬/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଚାଲିଛି ଦିତୀୟ ଦିନ ଟେଷ୍ଟ କ୍ରିକେଟ l ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟ ଦିନ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ମନୋନୀତ ହୋଇଥିଲେ। ମଧ୍ୟାହ୍ନ ଭୋଜନ ବେଳକୁ , ଅଷ୍ଟ୍ରେଲିଆ ଦଳ ୬୭/୩ ରନ୍ ହାସଲ କରିଥିଲେ | ଏହି ମ୍ୟାଚରେ ଅଶ୍ୱିନ୍ ଖୁବ ଶୀଘ୍ର ଦୁଇଟି ୱିକେଟ୍ ହାସଲ କରିଥିଲେ ।

You missed