ପାଟନାରେ ଜନତା ଦଳ (ୟୁନାଇଟେଡ୍) ର ଦୁଇ ଦିନିଆ କାର୍ଯ୍ୟନିର୍ବାହୀ ବୈଠକ ହେବ

ଜେ ବି ଏନ, ୨୬/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀୀ/ପାଟନା : ଆଜି ପାଟନାରେ ଜନତା ଦଳ (ୟୁନାଇଟେଡ୍) ର ଦୁଇ ଦିନିଆ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହେବ । ବିହାର ବିଧାନସଭା ନିର୍ବାଚନ ପରେ ଏହା ହେଉଛି ପ୍ରଥମ ବୈଠକ। ବିଭିନ୍ନ ରାଜ୍ୟରୁ ଦଳର ପ୍ରତିନିଧୀମାନେ ଯୋଗଦେବେ। ଦଳର ସଭାପତି ନୀତୀଶ କୁମାର ଏହି ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ସୂଚନା ମିଳିଛି l ।




