Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବଡ଼ଦିନ ଅବସରରେ ଫଳ, ବିସ୍କୁଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

 

ଜେ ବି ଏନ, ୨୬/୧୨/୨୦୨୦, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ଆଜି ପବିତ୍ର ବଦଦିନ ଅବସରରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାବରଣ କରିଥିଲେ । ଆଜିର ଦିନକୁ ମନେପକାଇବା ପାଇଁ କାହ୍ନl ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ଛୋଟ ପ୍ରୟାସ କରାଯାଇଥିଲା ।ବ୍ରହ୍ମପୁର ସହରର ପୁରୁଣା ଖ୍ରୀଷ୍ଟିଆନ ସାହି ,ହିଲପାଟଣା ଓ ଖଲାସି ସାହି ଠାରେ କୁନି କୁନି ପିଲା ମାନଙ୍କୁ ବ୍ରେଡ , ବିସ୍କୁଟ,କମଳା, ଇତ୍ୟାଦି ବଣ୍ଟନ କରାଯାଇ ସାନ୍ତାକ୍ଲୁଜ ଉପହାର ଦେବା କଥା ସ୍ମରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ର, ଙ୍କ ପୌରହିତ୍ୟ ରେ ଟ୍ରଷ୍ଟ ର ସଦସ୍ୟ ଓ ସଦସ୍ୟା ବିଷ୍ଣୁ ପ୍ରିୟା ପାଢ଼ୀ, ସନ୍ତୋଷ ପାଣିଗ୍ରାହୀ, କଳ୍ପନା ନାୟକ, ବିଶ୍ୱନାଥ ପାତ୍ର, ସୌମ୍ୟକାନ୍ତ ମହାପାତ୍ର, ଦୟାରାମ ଯାନୀ, ସସ୍ମିତା ମିଶ୍ର, ତମାନ୍ନା ନାୟକ, ସସ୍ମିତା ସାହୁ, ରାମ ଚନ୍ଦ୍ର ପଣ୍ଡା, ବି. ସତୀଶ ,ରାକେଶ ମାଲୁ, ସୁବସିନୀ ପଟ୍ଟନାୟକ,ବୃନ୍ଦାବନ ବେହେରା, ପି.କୋମଳି,ବଂଶୀଧର ଦାସ, ମୃତ୍ୟୁଞ୍ଜୟ ମହାନ୍ତି,ବିଜୟ ମହାନ୍ତି,ପ୍ରୀତି ପଟ୍ଟନାୟକ, ବାବୁଲା ମହାପାତ୍ର, ସ୍ବର୍ଣ୍ଣ ଲତା ସାହୁ , କେ ଈଶ୍ୱର , କପିଳ ପାଢି, ଦିନେଶ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।

You missed