Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଛାତ୍ରଛାତ୍ରୀଙ୍କୁ ଆତ୍ମସଚେତନତା, ଆତ୍ମବିଶ୍ୱାସ ଏବଂ ନିଃସ୍ୱାର୍ଥପର ହେବାକୁ ଦେଲେ ମନ୍ତ୍ର - Jagrat Bharat News

ଛାତ୍ରଛାତ୍ରୀଙ୍କୁ ଆତ୍ମସଚେତନତା, ଆତ୍ମବିଶ୍ୱାସ ଏବଂ ନିଃସ୍ୱାର୍ଥପର ହେବାକୁ ଦେଲେ ମନ୍ତ୍ର

ଖଡ୍‌ଗପୁରସ୍ଥିତ ଆଇଆଇଟିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

 

ଛାତ୍ରଛାତ୍ରୀଙ୍କୁ ଆତ୍ମସଚେତନତା, ଆତ୍ମବିଶ୍ୱାସ ଏବଂ ନିଃସ୍ୱାର୍ଥପର ହେବାକୁ ଦେଲେ ମନ୍ତ୍ର

 

ଜେ ବି ଏନ, ୨୩/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖଡ୍‌ଗପୁରସ୍ଥିତ ଆଇଆଇଟିର ୨୬ତମ ସମାବର୍ତ୍ତନ ଉତ୍ସବରେ ଏକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଜି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ ପୂର୍ବକ ଅଭିଭାଷଣ ଦେଇଛନ୍ତି । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଆତ୍ମସଚେତନ ହେବା, ଆତ୍ମବିଶ୍ୱାସୀ ହେବା ଏବଂ ନିଃସ୍ୱାର୍ଥପର ହେବା ପାଇଁ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି ଦିନଟି କେବଳ ଆଇଆଇଟି ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଏବଂ ଶିକ୍ଷକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ସମଗ୍ର ଦେଶ ପାଇଁ ‘ନୂଆ ଭାରତ’ର ଛାତ୍ରଛାତ୍ରୀମାନେ ପ୍ରତିନିଧିତ୍ୱ କରୁଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ । ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଜୀବନର ଏକ ନୂଆ ଯାତ୍ରା ଆରମ୍ଭ କରୁଥିବାରୁ ଦେଶର କୋଟି କୋଟି ଲୋକଙ୍କ ଜୀବନ ବଦଳାଇ ଦେବା ଭଳି ଷ୍ଟାର୍ଟଅପ ସୃଷ୍ଟି ଏବଂ ନୂଆ ଉଦ୍ଭାବନ କରିବା ପାଇଁ କହିଛନ୍ତି । ଆଜି ଛାତ୍ରଛାତ୍ରୀମାନେ ପାଇଥିବା ଡିଗ୍ରୀ କୋଟି କୋଟି ଲୋକଙ୍କର ଆଶାର ପ୍ରତିନିଧି ସ୍ୱରୂପ । ତେଣୁ ଏହାକୁ ସେମାନେ ପୂରଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତ ଆବଶ୍ୟକ କରୁଥିବା ଆଶାକୁ ପୂରଣ କରିବା ପାଇଁ ଆଜି କାର୍ଯ୍ୟ କରିବା ଦରକାର । ଏହାହିଁ ହେବ ଆସନ୍ତାକାଲିର ଉଦ୍ଭାବନ । ଜଣେ ଇଞ୍ଜିନିୟରଙ୍କର ଦୃଷ୍ଟିରେ କୌଣସି ଜିନିଷକୁ ବିସ୍ତୃତଭାବରେ ଦେଖି ପାରିବାର ଶକ୍ତି ରହିଛି । ଏହାଦ୍ୱାରା ନୂଆ ନୂଆ ଆବିଷ୍କାର ଏବଂ ଭବିଷ୍ୟତର ନୂଆ ସୃଷ୍ଟି କରାଯାଇପାରିବ । ସମ୍ବଳର ସଞ୍ଚୟ ସହିତ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା ତଥା ଜୀବନ ଧାରଣର ମାନ ଉନ୍ନତ ହୋଇପାରିବା ଭଳି କ୍ଷେତ୍ରରେ ଥିବା ସମସ୍ୟା ସମାଧାନ ଖୋଜି ବାହାର କରିବାକୁ ଛାତ୍ରଛାତ୍ରୀମାନଙ୍କୁ ସେ କହିଛନ୍ତି ।

 

ଭବିଷ୍ୟତ ଜୀବନରେ ସନ୍ଦେହ ଓ ପ୍ରତିବନ୍ଧକକୁ ନିଜେ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କୁ ତିନୋଟି ମନ୍ତ୍ର ଦେଇଛନ୍ତି । ତାହା ହେଲା ଆତ୍ମ ସଚେତନତା, ଆତ୍ମ ବିଶ୍ୱାସ ଏବଂ ନିଜେ ସଚ୍ଚୋଟ ତଥା ନିଃସ୍ୱାର୍ଥପର ହେବା । ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନି ଆଗେଇ ଯିବା, ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆଗେଇ ଯିବା ଏବଂ ନିଃସ୍ୱାର୍ଥପର ଭାବରେ ଆଗକୁ ଚାଲିବା ପାଇଁ ସେ ଛାତ୍ର ସମାଜକୁ ଉପଦେଶ ଦେଇଛନ୍ତି ।

 

ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ତରବର ହେବା ଗୁଣର ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯେକୌଣସି ଏକ ଉଦ୍ଭାବନ କ୍ଷେତ୍ରରେ ପୂର୍ଣ୍ଣ ସଫଳତା ହୁଏତ ହାସଲ ହୋଇ ନ ପାରେ, ତେବେ ସେହି ଅସଫତଳାକୁ ମଧ୍ୟ ସଫଳତା ଭାବରେ ବିବେଚନା କରାଯିବ । କାରଣ ସେଥିରୁ ଅନେକ କିଛି ଶିକ୍ଷାଲାଭ ହୋଇପାରିଥାଏ । ଏକବିଂଶ ଶତାବ୍ଦୀରେ ନୂତନ ଭାରତର ଆଶା ପୂରଣ କରିବା ପାଇଁ ଆଇଆଇଟି, ଭାରତୀୟ ବୈଷୟିକ ପ୍ରତିଷ୍ଠାନକୁ ଉନ୍ନତ ସୋପାନକୁ ନେଇ ଆଇଆଇଟି, ସ୍ୱଦେଶୀ ବୈଷୟିକ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

 

ଶ୍ରୀ ମୋଦୀ କହିଛନ୍ତି ଯେ, ବିଶ୍ୱ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ସମାଧାନ ପାଇଁ ସଂଘର୍ଷ କରୁଥିବା ସମୟରେ ଭାରତ ଆନ୍ତର୍ଜାତିକ ସୌରଶକ୍ତି ସହଯୋଗର ପରିକଳ୍ପନା କରି ଏହାକୁ ସାକାର କରିବାକୁ ଆଗେଇ ଆସିଛି । ୟୁନିଟ୍ ପିଛା ସବୁଠାରୁ କମ୍ ଖର୍ଚ୍ଚରେ ବିଜୁଳୀ ଉତ୍ପାଦନ କରାଯାଉଥିବା ଦେଶ ମଧ୍ୟରେ ଭାରତ ରହିଥିବା ସେ କହିଛନ୍ତି । କିନ୍ତୁ ଘରକୁ ଘର ବିଜୁଳୀ ସଂଯୋଗ ଦେବା କ୍ଷେତ୍ରରେ ଅନେକ ଅସୁବିଧା ରହିଛି । ପରିବେଶର କ୍ଷତିକୁ ସର୍ବନିମ୍ନ ସ୍ତରକୁ ଆଣି ବ୍ୟବହାରକାରୀର ଅନୁକୂଳ ହେବା ଏବଂ ଦୀର୍ଘସ୍ଥାୟୀ କରାଯିବା ବୈଷୟିକ କୌଶଳ ବର୍ତ୍ତମାନ ଭାରତ ଆବଶ୍ୟକ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ବିପର୍ଯ୍ୟୟ ପରିଚାଳନା ବିଷୟ ଉପରେ ବିଶ୍ୱର ଦୃଷ୍ଟି ଭାରତ ଉପରେ ନିବଦ୍ଧ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ବଡ ବଡ ବିପର୍ଯ୍ୟୟ ସମୟରେ ଭିତ୍ତିଭୂମି ଏବଂ ଧନଜୀବନ ବିଶେଷଭାବରେ କ୍ଷତିଗ୍ରସ୍ତ ହୋଇଥାଏ । ଦୁଇବର୍ଷ ପୂର୍ବେ ବିପର୍ଯ୍ୟୟ କ୍ଷେତ୍ରରେ ପୂର୍ବାବସ୍ଥାକୁ ଫେରିବା ଭଳି ଭିତ୍ତିଭୂମି ପ୍ରତିଷ୍ଠା ପାଇର୍ଁ ମିଳିତ ଜାତିସଂଘରେ ଭାରତ ସହଯୋଗର ଉଦ୍ୟମ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟଭାବେ ସୃଜନଶୀଳତାର ଗୁରୁତ୍ୱ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶିଳ୍ପ କ୍ଷେତ୍ରରେ ଏୟାର ଇଣ୍ଡିଆ ସମ୍ପର୍କୀତ ଗବେଷଣା, ଇଣ୍ଟରନେଟ୍ କ୍ଷେତ୍ର ଏବଂ ଆଧୁନିକ ନିର୍ମାଣ ଆଦିରେ ଥିବା ବୈଷୟିକ ଜ୍ଞାନ କ୍ଷେତ୍ରରେ ଖଡଗପୁରସ୍ଥିତ ଆଇଆଇଟିର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । କରୋନା ବିରୁ୍‌ଦ୍ଧରେ ଲଢେଇରେ ଆଇଆଇଟି ଖଡଗପୁରର ସଫ୍ଟୱେୟାର ଜ୍ଞାନ ବେଶ୍ ଉପାଦେୟ ହୋଇଛି । ଭବିଷ୍ୟତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ବୈଷୟିକ ଆହ୍ୱାନର ମୁକାବିଲା ଦିଗରେ ତୁରନ୍ତ କାର୍ଯ୍ୟ କରିବାକୁ ସେ ପ୍ରତିଷ୍ଠାନକୁ କହିଛନ୍ତି । ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଉପକରଣ ଗୁଡିକର ବିଶାଳ ବଜାର ରହିଛି । ସ୍ୱାସ୍ଥ୍ୟ ଏବଂ ସୁସ୍ଥ ରହିବା ସମ୍ପର୍କୀତ ଉପକରଣଗୁଡିକର ବଜାର ସମ୍ପ୍ରସାରଣ ଘଟୁଛି । ଲୋକଙ୍କ କିଣିପାରିବାର କ୍ଷମତା ଥିବା ମୂଲ୍ୟରେ ଏବଂ ଉଚିତ ମୂଲ୍ୟରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କୀତ ଉପକରଣ ପ୍ରସ୍ତୁତ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

 

କରୋନା ମହାମାରୀ ପରେ ବିଶ୍ୱସ୍ତରୀୟ ଏକ ମୁଖ୍ୟ ଶକ୍ତିଭାବରେ ବିଜ୍ଞାନ, ବୈଷୟିକ ଗବେଷଣା ଏବଂ ସୃଜନଶୀଳତା କ୍ଷେତ୍ରରେ ଭାରତ ଉଭା ହୋଇଛି ବୋଲି ସେ କହିଛନ୍ତି । ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ବଜେଟ ଅଟକଳ ବୃଦ୍ଧି କରିବା ପାଇଁ ଏହା ଉତ୍ସାହିତ କରିଛି । ଏହି ଅଳ୍ପଦିନ ତଳେ ମାନଚିତ୍ର ଏବଂ ଭୌଗୋଳିକ ସ୍ଥିତି ସମ୍ପର୍କୀତ କାର୍ଯ୍ୟଗୁଡିକୁ ସରକାର ନିୟନ୍ତ୍ରଣମୁକ୍ତ କରିଛନ୍ତି । ବୈଷୟିକ ଷ୍ଟାର୍ଟଅପ, ପରିବେଶ ସମ୍ପର୍କୀତ କାର୍ଯ୍ୟ, ଆତ୍ମନିର୍ଭର ଭାରତ ପାଇଁ ଅଭିଯାନ ଆଦି କ୍ଷେତ୍ରକୁ ଏହା ସୁଦୃଢ କରିବା ସହିତ ଦେଶର ଯୁବ ଷ୍ଟାର୍ଟଅପ୍ ଏବଂ ଉଦ୍‌ଭାବକମାନଙ୍କୁ ସଶକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ନୂଆ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ଆଇଆଇଟି ଖଡ୍‌ଗପୁରର ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ଉଦ୍ଭାବନ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ନୂଆ ଜ୍ଞାନ ଦେବାର ଅନ୍ୱେଷଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସଂସ୍ଥାର ପ୍ରଶଂସା କରିଛନ୍ତି । ଦେଶ ୭୫ତମ ସ୍ୱାଧୀନତାର ବାର୍ଷିକୀ ପାଳନ କରିବା ଅବସରରେ ଏହି ସଂସ୍ଥାନର ୭୫ଟି ମୁଖ୍ୟ ଉଦ୍ଭାବନକୁ ନେଇ ଏକ ଚୟନିକା ପ୍ରସ୍ତୁତ କରିବାକୁ ସେ କହିଛନ୍ତି । ଏହି ଚୟନିକାକୁ ଦେଶ ତଥା ବିଶ୍ୱ ଦରବାରରେ ପହଞ୍ଚାଇବାକୁ ମଧ୍ୟ ଉଦ୍ୟମ ପାଇଁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ନୂଆ ଉଦ୍ଭାବନ ଏବଂ ଆତ୍ମବିଶ୍ୱାସ ସୃଷ୍ଟି ପାଇଁ ଦେଶ ପ୍ରେରଣା ପାଇବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

 

ପ୍ରଧାନମନ୍ତ୍ରୀଙ୍କର ଏହି ଉଦ୍‌ବୋଧନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତରେ ଉପସ୍ଥିତ ଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech