Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
କୋଭିଡ୍‍ ୧୯ ମହାମାରୀ ସମୟରେ ଯେଉଁ ଶିଶୁ ଓ ଗର୍ଭଗତୀ ମହିଳା ଟିକା ନେଇପାରି ନ ଥିଲେ ସେମାନଙ୍କୁ ଚିହ୍ନଟ କରି ଟିକା ଦିଆଯିବ - Jagrat Bharat News

କୋଭିଡ୍‍ ୧୯ ମହାମାରୀ ସମୟରେ ଯେଉଁ ଶିଶୁ ଓ ଗର୍ଭଗତୀ ମହିଳା ଟିକା ନେଇପାରି ନ ଥିଲେ ସେମାନଙ୍କୁ ଚିହ୍ନଟ କରି ଟିକା ଦିଆଯିବ

କୋଭିଡ୍‍ ୧୯ ମହାମାରୀ ସମୟରେ ଯେଉଁ ଶିଶୁ ଓ ଗର୍ଭଗତୀ ମହିଳା ଟିକା ନେଇପାରି ନ ଥିଲେ ସେମାନଙ୍କୁ ଚିହ୍ନଟ କରି ଟିକା ଦିଆଯିବ

୨୯୦୦୦ରୁ ଅଧିକ ଶିଶୁ ଓ ୫୦୦୦ରୁ ଊର୍ଦ୍ଧ୍ୱ ଗର୍ଭବତୀଙ୍କୁ ପ୍ରଥମ ଦିନରେ ଦିଆଗଲା ଟିକା

 

 

 

ଜେ ବି ଏନ, ୨୩/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପକ୍ଷରୁ ଆଜିଠାରୁ ସଘନ ମିସନ ଇନ୍ଦ୍ରଧନୁଷ ୩.୦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କରୋନା ମହାମାରୀ ଯୋଗୁଁ ନିୟମିତ ଟିକାକରଣରୁ ବାଦ ପଡିଥିବା ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଚିହ୍ନଟ କରି ଏହି ପର୍ଯ୍ୟାୟରେ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଫଳରେ ମିସନ ଇନ୍ଦ୍ରଧନୁଷର ଅଭିଯାନ ପୁନର୍ବାର ପୂରାଦମରେ ଚାଲିବ । ଏହି ପର୍ଯ୍ୟାୟରେ ପ୍ରଥମ ଦଫାରେ ଫେବୃୟାରୀ ୨୨ରୁ ୧୫ ଦିନ ପାଇଁ ସଂପୃକ୍ତ ମହିଳା ଓ ଶିଶୁମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଗତ ୧୯ ତାରିଖରେ ଆନୁଷ୍ଠାନିକଭାବେ କରିଥିଲେ । ନିୟମିତଭାବେ ଟିକା ନେଇ ପାରି ନଥିବା ମହିଳା ଓ ଶିଶୁମାନଙ୍କୁ ଚିହ୍ନଟ କରି ସମସ୍ତଙ୍କୁ ଟିକା ଦେବା ପାଇଁ ସବୁମନ୍ତେ ଉଦ୍ୟମ କରିବାକୁ ସେ ରାଜ୍ୟ ଏବଂ ଜିଲା କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଜଣାଇଥିଲେ ।

 

ଏହି କାର୍ଯ୍ୟକ୍ରମ ପ୍ରତି ପ୍ରାଦେଶିକସ୍ତରରେ ତୁଙ୍ଗ ନେତୃମଣ୍ଡଳୀ ମଧ୍ୟ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫେବୃୟାରୀ ୨୧ ତାରିଖରେ ତାଙ୍କ ରାଜ୍ୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସେହିଭଳି ରାଜସ୍ଥାନରେ ମଧ୍ୟ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ରଘୁ ଶର୍ମାଙ୍କ ଦ୍ୱାରା ଏହି ଅଭିଯାନର ଶୁଭାରମ୍ଭ ୨୨ ତାରିଖରେ କରାଯାଇଛି । ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ପ୍ରଭୁରାମ ଚୌଧୁରୀ ଫେବୃୟାରୀ ୨୨ରେ ଭୋପାଳରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ ।

 

(କ୍ୟାପସନ: କାମରୂପ ଜିଲାର ଏକ ଇଟାଭାଟିରେ ଟିକାଦାନ ଅଭିଯାନ ଚାଲିଛି । ଜୋରହାଟ ଜିଲାରେ ଟିକାଦାନ କାର୍ଯ୍ୟକ୍ରମର ଏକ ଚିତ୍ର)

 

ଏହି ଅଭିଯାନରେ ଆଉ ଦୁଇ ପର୍ଯ୍ୟାୟରେ ସଂପୃକ୍ତ ମହିଳା ଓ ଶିଶୁମାନଙ୍କୁ ଟିକା ଦିଆଯିବ । ଏହା ୧୫ ଦିନ ପର୍ଯ୍ୟନ୍ତ ଚାଲିବ । ଏହାବାଦ ନିୟମିତ ପର୍ଯ୍ୟାୟରେ ଟିକାଦାନ ଏବଂ ଛୁଟିଦିନରେ ମଧ୍ୟ ଟିକା ପ୍ରଦାନ ପ୍ରକ୍ରିୟା ଚାଲିବ । ଏହି ଟିକାଦାନ କାର୍ଯ୍ୟକ୍ରମ ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୂର୍ବରୁ ଚିହ୍ନଟ ହୋଇଥିବା ୨୫୦ଟି ଜିଲା ଓ ସହରାଞ୍ଚଳରେ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମଧ୍ୟ ପ୍ରବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଗମନାଗମନ ଦୃଷ୍ଟିରୁ ଅତ୍ୟନ୍ତ ପ୍ରତିକୂଳ ଅଞ୍ଚଳରେ ଥିବା ମହିଳା ଓ ଶିଶୁମାନଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହିସବୁ ବର୍ଗ ଓ ଅଞ୍ଚଳର ଲୋକେ କରୋନା ମହାମାରୀବେଳେ ଏହି ଟିକା ନେଇପାରି ନ ଥିଲେ । ଆଇଏମ୍‍ଆଇ ୩.୦ର ନିର୍ଦେଶାବଳୀ ଅନୁସାରେ ଦେଶର ବିଭିନ୍ନ ଜିଲା ମଧ୍ୟରୁ ୩୧୩ଟିରେ ଲୋରିସ୍କ, ୧୫୨ଟିରେ ମିଡିୟମ ରିସ୍କ ଏବଂ ୨୫୦ଟିରେ ହାଇରିସ୍କ ବର୍ଗର ଶିଶୁ ଓ ଗର୍ଭବତୀ ଅଛନ୍ତି; ଯେଉଁମାନଙ୍କୁ ଟିକାଦେବା ନିହାତି ଆବଶ୍ୟକ ।

 

ଏହି ଟିକା ପ୍ରଦାନ ବେଳେ କରୋନା ନିୟମକୁ ମଧ୍ୟ ପାଳନ କରାଯିବ । ଯେଉଁଠି ଟିକା ଦିଆଯିବ ସେସବୁ କେନ୍ଦ୍ରରେ ଭିଡ ଯେପରି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି । ଭିଡ ଏଡାଇବା ଯଦି ସମ୍ଭବ ନ ହୁଏ, ଆବଶ୍ୟକ ପଡିଲେ ଅଳ୍ପ ଲୋକଙ୍କୁ ନେଇ ସ୍ୱଳ୍ପ ସମୟରେ ଏକାଧିକ ଥର ଟିକାଦାନ ବ୍ୟବସ୍ଥା କରାଯିବ । କୌଣସି ସମୟରେ ଗୋଟିଏ ଟିକାଦାନ କେନ୍ଦ୍ରରେ ୧୦ରୁ ଅଧିକ ହିତାଧିକାରୀ ଯେପରି ଭିଡ ନ କରନ୍ତି ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦିଆଯିବ ।

 

ଆଇଏମ୍‍ଆଇ ୩.୦ର ପ୍ରଥମ ପର୍ଯ୍ୟାୟ ଟିକାଦାନ ସମୟରେ ଯେଉଁ ଗର୍ଭବତୀ ମହିଳା ଓ ଶିଶୁମାନେ କରୋନା ମହାମାରୀ ଯୋଗୁଁ ଟିକା ନେଇପାରି ନାହାନ୍ତି ସେମାନଙ୍କୁ ଏହି ମିଳିମିଳା ଟିକା ଦିଆଯିବ । ଫେବୃୟାରୀ ୨୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ପ୍ରାୟ ୨୯୦୦୦ ଶିଶୁ ଓ ୫୦୦୦ରୁ ଅଧିକ ମହିଳାଙ୍କୁ ଏହି ଟିକା ପ୍ରଦାନ କରାଯାଇଥିଲା ।

 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନେତୃତ୍ୱରେ ଏହି ଆଇଏମ୍‍ଆଇ ୩.୦ ଅଭିଯାନ ଚାଲିଛି । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ସହାୟତରେ ଏହି ଅଭିଯାନ ମିସନ ମୋଡ୍‍ରେ ସଂପୂର୍ଣ୍ଣ ହେବ । ଏଥିରେ ନାଗରିକ ସମାଜ, ଯୁବଗୋଷ୍ଠୀ, ବିଭିନ୍ନ ସଂପ୍ରଦାୟର ସଦସ୍ୟ, ଅଂଶୀଦାର ଓ ସ୍ୱେଚ୍ଛାସେବୀମାନେ ସାମିଲ ହୋଇଛନ୍ତି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech