Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 ନିଆଁ ଲଗାଇ ଜାଳି ଦେଲେ ଝିଅକୁ

ଜେ ବି ଏନ, ୨୫/୦୨ /୨୦୨୧, (ରିପୋର୍ଟ୍ ପ୍ରଦୀପ କୁମାର କାଣ୍ଡି) କଟକ:  ଆଜି କଟକ ଜିଲ୍ଲା ର ସ୍ଥାନୀୟ ମାନସିଂହ ପାଟଣାରେ ପ୍ରାୟ ଦିନ ୧୨ ଟା ସମୟରେ ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇ ରେ ପଢୁଥିବା Jane ଛାତ୍ରୀ କୁ ୪ ଜଣ ଦୁର୍ବୃତ୍ତ ନିଆଁ ଲଗେଇ ଜାଳି ଦବାକୁ ଉଦ୍ୟମ କରି ବିଫଳ ହୋଇ ଚମ୍ପଟ  ମାରିଛନ୍ତି l ସୂଚନା ରୁ ପ୍ରକାଶ ଯେ ପ୍ରଥମେ ଝିଅ ଟିକୁ ଇଞ୍ଜେକସନ୍ ଦେଇ ପରେ କିରୋସିନ୍ ଢାଳି ନିଆଁ ଲଗେଇ ଦେଇଥିଲେ ଦୁର୍ବୃତ୍ତ l ତେବେ ଲାଲବାଗ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଝିଅ ଟିକୁ SCB ମେଡିକାଲ ରେ ମୁର୍ମୁଷୁ ଅବସ୍ତାରେ  ଭର୍ତି କରିଛି। ଝିଅ ଟିକୁ କଣ ପାଇଁ ନିଆଁ ଲଗାଇ ଦେଇଥିଲେ ଓ କିଏ ତାହା ପୁଲିସ ଯାଂଚ କରୁଛି। ତେବେ କଟକ ସହରର ସବୁ ଠାରୁ ଚାଞ୍ଚଲ୍ୟକର ଘଟଣା JBN TV ରେ ।

You missed