Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କିଡ଼ନୀ ରୋଗୀ ସାହାଯ୍ୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ 

 

ଜେ ବି ଏନ, ୧୫/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଅନୁଗୋଳ : : ଅନୁଗୋଳ ଜିଲ୍ଲାପାଳଙ୍କୁ ଚିକିତ୍ସା ପାଇଁ ସାହାଯ୍ୟର ହାତ ପତାଇଛନ୍ତି ପଦ ନାଏକ। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ତାଳପଦା ଗ୍ରାମର ସ୍ଵର୍ଗତ ମହେଶ୍ୱର ନାଏକ ଙ୍କ ପୁଅ ପଦ ନାଏକ ୩ ବର୍ଷ ହେବ କିଡ଼ନୀ ଫେଲ୍ୟୁଅର (୮୭%) ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଅନୁଗୋଳ ଜିଲ୍ଲାପାଳଙ୍କୁ ସାହାଯ୍ୟ ମାଗିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ଥ ହୋଇଥିବା ଦୃଶ୍ୟା ଦେଖିବାକୁ ମିଳିଥିଲା । ଅନୁଗୋଳ ଜିଲ୍ଲାପାଳ ପଦ ନାଏକ ଙ୍କୁ ସାହାଯ୍ୟ କରନ୍ତେ ତା ହେଲେ ପଦ ନାଏକ ଚିକିତ୍ସିତ କରାଇ ପାରନ୍ତେ। ଏହି ଆଶା ନେଇ ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି ପଦ ନାଏକ।

You missed