Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ସଂଗଠନ ପକ୍ଷରୁ ପାଞ୍ଚ ଦିନିଆଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 

ଜେ ବି ଏନ, ୧୮/୦୩ /୨୦୨୧, (ରିପୋର୍ଟ,  ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ରାଜ୍ୟ ରେଡ଼କ୍ରସ ସଂଗଠନ ନିର୍ଦେଶକ୍ରମେ ଜଗତସିଂହପୁର ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ସଂଗଠନ ପକ୍ଷରୁ ପାଞ୍ଚଦିନିଆଁ ଜୁନିଅର ରେଡ଼କ୍ରସ ତାଲିମ ଶିବିର ମଧୁସୂଦନପୁର ସ୍ଥିତ ଜଗନ୍ନାଥ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି !ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମ ରେ ଜୁନିଅର ରେଡ଼କ୍ରସ ର ଭୂମିକା ! ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଆତ୍ମସୁରକ୍ଷା କୌଶଳ ତାଲିମ ! ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଶିଶୁ ମାନଙ୍କ ଅଧିକାର ଓ କର୍ତ୍ତବ୍ୟ ! ସମ୍ପର୍କ ରେ ପାଠ୍ୟକ୍ରମ ଓ ତାଲିମ ଶିବିର ର ଆୟେଜନ କରାଯାଇଥିଲା ! ଏ ସମସ୍ତ କାର୍ଯ୍ୟକ୍ରମ ଙ୍କୁ ଶାରୀରିକ ଶିକ୍ଷା ଅଧିକାରୀ ଭାଗ୍ୟଲକ୍ଷ୍ମୀ ପାଳ ! ତ୍ରିଲୋଚନ ସାହୁ ! ଅମୁଲ୍ୟ କୁମାର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ !

 

 

You missed