Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବାଙ୍କୀ ର ରାମଚଣ୍ଡି ଙ୍କର ମେରୁ ଯାତ୍ରା

ଜେ. ବି. ଏନ୍ (୨୦/୦୩/୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ବାଙ୍କି ର ରାମଚଣ୍ଡି ଙ୍କ ର ମେରୁ ଯାତ୍ରା ପାଇଁ ଏକ ମାସ ଧରି କାଳିସୀ ହାଡ଼ି ବନ୍ଧୁ ରଣା, ଅପତୀ ରଣା, କୃଷ୍ଣ ଚନ୍ଦ୍ର ରଣା, ବିଭିନ୍ନ୍ ଗ୍ରାମ ଅଞ୍ଚଳ, ସହର ଭିକ୍ଷା ଓ ଘରେ ଘରେ ମା ଙ୍କ ର ନୃତ୍ୟ, ଗୀତ ଅବ ଦର୍ଶନ କରି ପୂଜା ଅର୍ଚନା କରାଯାଇଥାଏ। ହଇଜା, ହାଡ଼ ଫୁଟି, ମିଳି ମିଲା ନ ହବା ପାଇଁ ମା ଙ୍କୁ ପୂଜା ଅର୍ଚନା କରିଥାନ୍ତି। ମା ଙ୍କର ନିଷ୍ଠା ର ସହିତ ମେରୁ ଯାତ୍ରା ପାଇଁ ଖାଲି ପାଦରେ କାଳିସୀ ମା ଙ୍କୁ ଧରି ବୁଲି ଥାନ୍ତି।