ସାଂସଦ ମହେଶ ସାହୁଙ୍କ ଦ୍ଵାରା କଣିହାଁ ବ୍ଲକ ଅଞ୍ଚଳରେ ଭିତ୍ତିପ୍ରସ୍ତର ସ୍ଥାପନ

ଜାଗ୍ରତ ଭାରତ ନିୟୂଜ, ୨୦/୦୩ /୨୦୨୧, ରିପୋର୍ଟ୍ ସୌମ୍ୟରଞଜନ ଶତପଥୀ, କଣିହାଁ : କଣିହାଁ ବ୍ଲକ ର ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ଓ ଉଦଘାଟନ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ମାନ୍ୟବର ସାଂସଦ ମହେଶ ସାହୁ କଣିହାଁ ବ୍ଲକ ଗ୍ରସ୍ତରେ ମାନ୍ୟବର ଆସି ଝରାବେରେଣି ଠାରୁ ସାପକଟା ଓ ବଜ୍ରକୋଟ ଠାରୁ ସଂସାମରା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ସେହିପରି ହନୁମାନପୁର ଠାରୁ ତାଳପଦା ରାସ୍ତା,ହନୁମାନପୁର ଠାରେ ଆମ ଅଙ୍ଗନୱାଡି କେନ୍ଦ୍ର,ହନୁମାନପୁର(ପୁରୁଣାସାହି)ସାଂସଦଙ୍କ ପାଣ୍ଠିରୁ ମହିଳା ସଭାଗୃହ ,ନାଲମ ଠାରୁ କିଆଝାର ରାସ୍ତା, ନାଲମ ତଳ ସାହିରେ ନୂତନ କୋଠା ଗୃହର ଶୁଭ ଉଦ୍ଘାଟନ କଲେ। ଲୋକ ମାନଙ୍କ ମଧ୍ୟରେ ନିଜକୁ ସାଧାରଣ ଲୋକ ପରି ସମସ୍ୟା ମଧ୍ୟ ବୁଝିଥିଲେ ଏବଂ ସମାଧାନ ର ପ୍ରତିଶ୍ରୁତି ଦେଇଥିଲେ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


