Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଦୁର୍ଘଟଣାରେ ଘଟଣା ସ୍ଥଳରେ ଚାରି ମୃତ 

 

 

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ଭୁବନେଶ୍ବର/ ଅନୁଗୋଳ : ଆଜି ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ୪ ଜଣଙ୍କର ଜୀବନ ଯାଇଛି।ଆଜି ସକାଳୁ ବୁର୍ଲାରୁ କଟକ ମେଡ଼ିକାଲକୁ ରୋଗୀ ନେଇ ଆସୁଥିବା ଏକ ଆମ୍ବୁଲାନ୍ସକୁ ଅନୁଗୁଳର ଜରପଡା ଛକ ନିକଟରେ ଏକ ରୋଷେଇ ଗ୍ୟାସ ବୋଝେଇ ଟ୍ୟାଙ୍କର ସାମ୍ନାପଟୁ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଛି।ଆମ୍ବୁଲାନ୍ସରେ ମୋଟ ୭ଜଣ ଥିଲେ।ଅନ୍ୟ ୩ଜଣକୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ଆମ୍ବୁଲାନ୍ସ ଡ୍ରାଇଭର ଗାଡିରେ ଚାପି ହୋଇ ରହି ଥିବାରୁ ଗ୍ୟାସ କଟର ସାହାଯ୍ୟରେ କଟାଯାଇ ତାଙ୍କର ମୃତ ଦେହ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।

You missed