Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପୋଷ୍ୟ ବିଦ୍ୟାଳୟ ଭାବେ ତିନି ସ୍କୁଲକୁ ଗ୍ରହଣ କଲେ ଉପ ବାଚସ୍ପତି

 

ଜେ ବି ଏନ, ୨୨/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଅନୁଗୋଳ : ଓଡିଶା ବିଧାନସଭା ର ଉପ-ବାଚସ୍ପତି ତଥା ବିଧାୟକ, ଅନୁଗୋଳ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ , ଓଡିଶା ସରକାରଙ୍କ “ମୋ ସ୍କୁଲ” ଅଭିଯାନ ରେ ଅନୁଗୋଳ ର ୩ ଗୋଟି ଉଚ୍ଚ ବିଦ୍ୟାଳୟ କୁ ନିଜ ପୋଷ୍ୟ ବିଦ୍ୟାଳୟ ଆକାର ରେ ଗ୍ରହଣ କରିଛନ୍ତି l ଅନୁଗୋଳ ହେଲା ଉଚ୍ଚ ବିଦ୍ୟାଳୟ, ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟ ଏବଂ ଗୋତମରା ଉଚ୍ଚ ବିଦ୍ୟାଳୟ।