Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବଅଁରପାଳ ସାପ୍ତାହିକ ହାଟ ରୁ ବାଇକ ଚୋରି

 

ଜେ ବି ଏନ, ୨୩/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ବଅଁରପାଳ : ବଅଁରପାଳ ମଙ୍ଗଳବାର ସାପ୍ତାହିକ ହାଟ ରୁ ଆଜି ଏକ ବାଇକ ଚୋରି ନେଇ ଥାନା ରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ମୁତାବକ ବନ୍ଦା ପଞ୍ଚାୟତ ର କ୍ଷେତ୍ରବାସୀ ବିଶ୍ଵାଳ ହାଟ କରିବାକୁ ବାଇକ ନମ୍ବର OR 19 F 7723 ନେଇ ଯାଇଥିଲେ। ହାଟ ସଉଦା କିଣି ଆସି ଦେଖନ୍ତି ନିଜର ବାଇକ ନଥିବା ଦେଖିଥିଲେ। ଘଟଣାସ୍ଥଳରେ ବହୁତ ଖୋଜା ଖୋଜି ପରେ ନମିଳିବାରୁ କ୍ଷେତ୍ରବାସୀ ବଅଁରପାଳ ଥାନା ରେ ଅଭିଯୋଗ ଜଣାଇଥିଲେ । ବଅଁରପାଳ ପୋଲିସ କେସ ନମ୍ବର ୧୦୨/୨୩.୦୩.୨୦୨୧ u/s ୩୭୯ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

You missed