Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ତାଳସର ରେ ଯୁବକକୁ ନିର୍ମମ ଭାବେ ଆକ୍ରମଣ 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ଭୁବନେଶ୍ବର /ବ୍ରହ୍ମପୁର ( ୨୪.୦୩.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମର ନିରଞ୍ଜନ ଭୂୟାଁ ଓରଫ ସତ୍ୟବାନ ବୟସ ୩୭ ନିଜ ଘର ବାରଣ୍ଡାରେ ସନ୍ଧ୍ୟା ସମୟରେ ବସି ମୋବାଇଲ ଫୋନ ଦେଖୁଥିବା ବେଳେ ସେହି ଗ୍ରାମର ଜୈନକ ଯୁବକ ହଟାତ୍ ଏକ ଖଣ୍ଡା ଧରି ଆସି ନିରଞ୍ଜନ କୁ ଛୋଟ ପରେ ଛୋଟ ପକାଇ ମରଣାନ୍ତକ ଆକ୍ରମଣ କରି ଚମ୍ପଟ ମାରିଛି। ଖବର ଲେଖିବା ସୁଦ୍ଧା ନିରଞ୍ଜନ ଗୁରୁତର ଅବସ୍ଥାରେ ଏବେ ସୁମଣ୍ଡଳ ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତ । ଆକ୍ରମଣ ର କାରଣ ଜଣା ପଡି ନାହିଁ । ତାଳସର ରେ ଚାପା ଉତ୍ତେଜନା ଲାଗି ରହିବା ସହ ଆଶଙ୍କା ଖେଳିଯାଇଛି ।