Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କ୍ରିକେଟ ମ୍ୟାଚ୍ ଉଦ୍ ଯାପନ ହୋଇ ଯାଇଛି

 

 

ଜେ ବି ଏନ, ୨୫/୦୩ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ତେଲିଆଗ୍ରାମରେ ଚାଲିଥିବା ବିରଜା କ୍ଲବ ଆନୁକୁଲ୍ୟରେ ଚାଲୁଥିବା ତିନି ଦିନିଆ ରାତ୍ରୀ କାଳୀନ କ୍ରିକେଟ ମ୍ୟାଚ୍ ଉଦ୍ ଯାପନୀ ହୋଇ ଯାଇଛି। ଏହି କ୍ରିକେଟ ଟୁଣ୍ଣାମେଣ୍ଟ ରେ ଆଠଟି ଦଳ ଭାଗ ନେଇଥିଲେ। ଶେଷରେ ଫାଇନାଲ ରେ ପହଞ୍ଚି ଥିଲେ ମୁଗପାଳ ଓ ଆମ୍ଫର କ୍ରିକେଟ ଦଳ। ଫାଇନାଲ ମ୍ୟାଚ ଜିତିଥିଲେ ମୁଗପାଳ। ତାଙ୍କୁ ବିରଜା କ୍ଲବ ର ୨୦୨୧ର ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଯାଜପୁର ର ପୂର୍ବତନ ପ୍ୟୈରାଧ୍ୟକ୍ଷ ଭବପ୍ରସାଦ ଦାସ (ଲଲ ଭାଇ)। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ, ସମିତି ସଭ୍ୟ ଜହର ଅଲ୍ଲି, ସମାଜସେବୀ ପ୍ରିତିରଞ୍ଜନ ସାହୁ, କାର୍ତ୍ତିକ ଚରଣ ସାହୁ ଏବଂ କ୍ଲବ ର ସଭାପତି ପ୍ରକାଶ ପ୍ରଧାନ ଓ ସଦସ୍ୟ ମାନେ ।