କେନ୍ଦୁଝର ଜିଲ୍ଲାରେ ୧୦କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ ଦୁଇ ଗିରଫ ଦୁଇଟି ମୋବାଇଲ ଓ ନଗଦ ଟଙ୍କା ଜବତ୍। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତରେ ଦଶ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ ଦୁଇ ଗିରଫ ନଗଦ ଟଙ୍କା ଦୁଇଟି ମୋବାଇଲ ଫୋନ୍ ଜବତ୍। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଲହଣ୍ଡା ବସଷ୍ଟାଣ୍ଡ ରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ଚୋରା ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଯୋଡ଼ା ପୋଲିସ ଲହଣ୍ଡା ବସଷ୍ଟାଣ୍ଡରେ ଗଞ୍ଜେଇ ବିକ୍ରୀ କରିବାକୁ ଅପେକ୍ଷା...



