Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଜେପି ନଗର ମଣ୍ଡଳ ଯୁବମୋର୍ଚ୍ଚା ତରଫରୁ ହୋଲି ପାଳନ 

 

 

ଜେ ବି ଏନ, ୨୯/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), ଢେଙ୍କାନାଳ : ଆଜି ( ତା ୨୮/୦୩/୨୦୨୧ ରିଖ) ହୋଲି ଉପଲକ୍ଷେ ରେ ବିଜେପି ନଗର ମଣ୍ଡଳ ଯୁବମୋର୍ଚ୍ଚା ତରଫରୁ , ସଭାପତି ସଙ୍କଳ୍ପ ଦାସ ଙ୍କ ସଭାପତିତ୍ୱରେ ଜବାହର ଚୋକ୍ ଠାରେ COVID 19 ନିୟମ ପାଳନ କରି ଅଳ୍ପ ସଂଖ୍ୟକ ବିଜେପି ଯୁବ ମୋର୍ଚା କର୍ମୀ ଙ୍କ ଉପସ୍ଥିତି ରେ ହୋଲି ପାଳନ କରାଯାଇଛି।

ଉକ୍ତ କାର୍ଯକ୍ରମ ରେ ବିଶ୍ୱଜିତ୍ ବେହେରା, ଦେବୀ ପ୍ରସାଦ ବେହେରା, ଭବାନୀ ଶଙ୍କର ଦାସ୍, ବିଶାଲ୍ ଦାସ୍, ବିଶ୍ୱଜିତ୍ ପଣ୍ଡା, ଶୋମେଶ୍ କୁମାର୍ ସାହୁ, ସୁମିତ୍ ବେହେରା, ସ୍ଵାଧୀନ ଦାସ୍,ଅମିତ, ଦୁର୍ଗା ପ୍ରସାଦ ବେହେରା ଇତ୍ୟାଦି ଉପସ୍ଥିତ ଥିଲେ l

You missed