Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ସାରଳା ଦାସଙ୍କୁ ଆଦି କବି, ଆଦି ଐତିହାସିକ ଓ ଆଦି ଭୂଗୋଳବିତ ଭାବେ କବିଙ୍କ ୬୦୦ତମ ଜନ୍ମବାର୍ଷିକୀରେ ଅବହିତ କଲେ ଶ୍ରୀ ନାଇଡୁ - Jagrat Bharat News

ସାରଳା ଦାସଙ୍କୁ ଆଦି କବି, ଆଦି ଐତିହାସିକ ଓ ଆଦି ଭୂଗୋଳବିତ ଭାବେ କବିଙ୍କ ୬୦୦ତମ ଜନ୍ମବାର୍ଷିକୀରେ ଅବହିତ କଲେ ଶ୍ରୀ ନାଇଡୁ

ସାରଳା ଦାସଙ୍କୁ ଆଦି କବି, ଆଦି ଐତିହାସିକ ଓ ଆଦି ଭୂଗୋଳବିତ ଭାବେ କବିଙ୍କ ୬୦୦ତମ ଜନ୍ମବାର୍ଷିକୀରେ ଅବହିତ କଲେ ଶ୍ରୀ ନାଇଡୁ

 

ଜେ ବି ଏନ, ୦୨/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), କଟକ: ଆଜି କଟକରେ ଆଦିକବି ସାରଳା ଦାସଙ୍କ 600ତମ ଜନ୍ମବାର୍ଷିକୀ ସମାରୋହ ଏବଂ ସାରଳା ସାହିତ୍ୟ ସଂସଦର 40ତମ ବାର୍ଷିକ ଉତ୍ସବର ଉଦଘାଟନ ଅବସରରେ ଉପରାଷ୍ଟ୍ରପତି ଯୋଗଦେଇଥିଲେ ।

ସାରଳା ଦାସଙ୍କୁ ଓଡ଼ିଶାର ପ୍ରଥମ କବି, ଆଦିକବି ଭାବେ ଆଖ୍ୟା ଦିଆଯାଇଛି। ଜଟିଳ ଭାବନା ଓ ବିଚାରକୁ ସମସ୍ତଙ୍କ ପାଇଁ ବୋଧଗମ୍ୟ ହେବା ଭଳି ସରଳ ଭାଷାରେ ବ୍ୟକ୍ତ କରିବାର ବିରଳ କ୍ଷମତା ତାଙ୍କ ପାଖରେ ରହିଥିଲା ବୋଲି ଉପ ରାଷ୍ଟ୍ରପତି ବ୍ୟକ୍ତ କରିଥିଲେ ।

 

 

ସାକ୍ଷରତାର ମୂଳଦୁଆ ମଜବୁତ କରିବା ପାଇଁ ଯୁବାବସ୍ଥାରୁ ପଠନ ଅଭ୍ୟାସ ଜାରି ରଖିବା ଉପରେ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିଆ ନାଇଡୁ ଗୁରୁତ୍ୱଆରୋପ କରିଛନ୍ତି । ପିଲାମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ସୃଷ୍ଟି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି ।

 

ପିଲାମାନଙ୍କ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ସେମାନଙ୍କୁ ଯାନ୍ତ୍ରିକ ଉପକରଣ ଉପରେ ଅତ୍ୟଧିକ ନିର୍ଭରଶୀଳ ନ ହୋଇ ପଢିବା ଉପରେ ସେ ଗୁରୁତ୍ୱଆରୋପ କରିଛନ୍ତି ।

 

ବିଦ୍ୟାଳୟଗୁଡିକ ପୁସ୍ତକର ସୁନ୍ଦର ପୃଥିବୀକୁ ଶ୍ରେଣୀଗୃହରେ ବିରାଜମାନ କରାଇବା ଅଧିକରୁ ଅଧିକ ଲେଖକ ପିଲାମାନଙ୍କ ପାଇଁ ବହି ଲେଖିବା ଉପରେ ଗୁରୁତ୍ୱାଆରୋପ କରିଛନ୍ତି । ପିଲାମାନଙ୍କ ଆଗ୍ରହ ଓ ସାମର୍ଥ୍ୟକୁ ଆଖିଆଗରେ ରଖି ଏହି ବହି ସବୁ ଲେଖାଯିବା ଉପରେ ସେ ମତବ୍ୟକ୍ତ କରିଛନ୍ତି ।

 

ଆଦି କବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି ଯେ, ସାରଳା ଦାସଙ୍କ ଦ୍ୱାରା ରଚିତ ମହାଭାରତ ଏହାର ଅନନ୍ୟ ବର୍ଣ୍ଣନା ଶୈଳୀ ଓ ଭାଷା ବିନ୍ୟାସ ଯୋଗୁଁ ଶହ ଶହ ବର୍ଷ ପରେ ମଧ୍ୟ ଏହା ଓଡିଆମାନଙ୍କ ମଧ୍ୟରେ ଆଦୃତ ହୋଇଛି ।

 

ସରଳ ଓ କଥିତ ଭାଷା କିପରି ଲୋକଙ୍କ ମନକୁ ଛୁଇଁଥାଏ ତାହା ସାରଳା ଦାସଙ୍କ ମହାଭାରତରେ ପ୍ରତିଫଳିତ ବୋଲି ସେ କହିଛନ୍ତି ।

 

ଏହି ପରିପ୍ରେକ୍ଷୀରେ ପ୍ରଶାସନ ଓ ନ୍ୟାୟପାଳିକାର ସ୍ଥାନୀୟ ଭାଷାର ଅଧିକରୁ ଅଧିକ ବ୍ୟବହାର ଲୋକମାନଙ୍କୁ ସନ୍ଦେଶ ଦେବାରେ ବିଶେଷ ସହାୟକ ହେବା ଉପରେ ସେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ବା ମାତୃଭାଷାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ପ୍ରଦାନ ପାଇଁ ସେ ପରାମର୍ଶ ଦେବା ସହ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ମାତୃଭାଷାରେ କରାଗଲେ ତାହା ଉତ୍ତମ ଫଳ ଦେଇଥାଏ ବୋଲି ବିଭିନ୍ନ ଗବେଷଣାରୁ ପ୍ରମାଣିତ ହୋଇଥିବା ପ୍ରକାଶ କରିଛନ୍ତି ।

 

ସାରଳା ଦାସ କେବଳ ଆଦି କବି ନ ଥିଲେ ବରଂ ଆଦି ଐତିହାସିକ, ଆଦି ଭୌଗୋଳିକବିତ୍ ବୋଲି ମତବ୍ୟକ୍ତ କରିବା ସହ ଶ୍ରୀ ନାଇଡୁ ପଞ୍ଚଦଶ ଶତାବ୍ଦୀର ଆଦ୍ୟଭାଗରେ ସ୍ଥାନୀୟ କଥିତ ଭାଷାରେ ସାହିତ୍ୟ ରଚନା କରି ସେ ସାହିତ୍ୟରେ ଗଣତାନ୍ତ୍ରିକ ଭାବନାର ଅଗ୍ରଦୂତ ଥିଲେ ବୋଲି ପ୍ରକାଶ କରିଛନ୍ତି । ସାରଳା ଦାସଙ୍କୁ କବୀର ଓ ଯୋଗୀ ବେମନ୍ନାଙ୍କ ସହ ତୁଳନା କରି ମହାନ୍ କବିମାନେ ସେମାନଙ୍କ ଅସାଧାରଣ ପ୍ରତିଭା ଦ୍ୱାରା ଜଟିଳ ଭାବକୁ ମଧ୍ୟ ସରଳଭାଷାରେ ବ୍ୟକ୍ତ କରିବା ଯୋଗୁଁ ଏହା ସମାଜରେ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ସୁଦୂରପ୍ରସାରୀ ପ୍ରଭାବ ପକାଇଥାଏ ବୋଲି ଶ୍ରୀ ନାଇଡୁ କହିଛନ୍ତି ।

 

ଉପରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ସାରଳା ଦାସଙ୍କ ମହାଭାରତରେ ନାୟକନାୟିକାଙ୍କ ଯେଉଁ ଚରିତ୍ର ଚିତ୍ରଣ କରାରଯାଇଛି ପରବର୍ତୀ କାଳରେ ଅନେକ ଲେଖକ ତାହା ଦ୍ୱାରା ଅନୁପ୍ରାଣୀତ ହୋଇ ପୂର୍ଣ୍ଣାଙ୍ଗ ଉପନ୍ୟାସ ରଚନା କରିଛନ୍ତି । ସାରଳା ଦାସଙ୍କ ମହାଭାରତରେ ନାରୀଚରିତ୍ର ଖୁବ୍ ଶକ୍ତିଶାଳୀ ଓ ସେମାନେ ଅଧିକ ଉଲ୍ଲେଖନୀୟ ଗୁଣର ଅଧିକାରୀ ହୋଇ ଗଭୀର ଆତ୍ମବିଶ୍ୱାସ ଓ ସାହସର ସହ କାର୍ଯ୍ୟ କରିଥାନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

 

ସାରଳା ଦାସଙ୍କୁ ଜଣେ ଯଶସ୍ୱୀ ସାହିତ୍ୟିକ ଭାବେ ବିଚେଚନା କରି ଓଡିଆ ଭାଷାର ଜନକ ସମ୍ମାନ ଅଳଙ୍କୃତ କରିଥିବା ସେ ଓଡିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିଥିବା ଶ୍ରୀ ନାଇଡୁ କହିଛନ୍ତି। ଭାରତ ସରକାର ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇଛନ୍ତି ଓ ସାରଳା ଦାସ ଏହାର ଉତ୍ତୁଙ୍ଗ ଆଲୋକବର୍ତ୍ତିକା ଏଥିରେ ଦ୍ୱିମତ ନାହିଁ ବୋଲି ସେ କହିଛନ୍ତି ।

 

ଏହି ଅବସରରେ କଳିଙ୍ଗ ରତ୍ନ ସମ୍ମାନରେ ସମ୍ମାନୀତ ହୋଇଥିବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଶ୍ରୀ ନାଇଡୁ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବରୁ ଶ୍ରୀ ନାଇଡୁ ଭୁବନେଶ୍ୱର ରାଜଭବନରେ ଏକ ଚାରାରୋପଣ ମଧ୍ୟ କରିଥିଲେ ।

 

ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ଶ୍ରୀ ପ୍ରତାପ ଜେନା, ସାରଳା ସାହିତ୍ୟ ସଂସଦର ସଭାପତି ଡକ୍ଟର ପ୍ରଭାକର ସ୍ୱାଇଁ, ପୂର୍ବତନ ରାଜ୍ୟ ମୁଖ୍ୟ ଶାସନ ସଚିବ ତଥା ସାରଳା ସାହିତ୍ୟ ସଂସଦ ସଦସ୍ୟ ଶ୍ରୀ ସହଦେବ ସାହୁ ଏବଂ ଅନ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech