Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଶ୍ଵ ସ୍ୱାସ୍ଥ୍ୟ ଦିବସ ୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ 

 

 

ଜେ ବି ଏନ୍, ୦୮/୦୪/୨୦୨୧, ରିପୋର୍ଟ (ସୁବ୍ରତ ସାମଲ), ଅନୁଗୋଳ: ନିମ୍ନ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ଚଳିତ ବର୍ଷ ର ବୟସ ବସ୍ତୁ, ସୁନ୍ଦର ସୁଦର୍ଶନ ଓ ସ୍ୱାସ୍ଥ୍ୟ ପ୍ରଦ ବିଶ୍ଵଗଠନ” ଆଧାରିତ ଓ ଏକ କାର୍ଯ୍ୟକ୍ରମ ଅନୁଗୋଳ ନଗର ଅନ୍ତ୍ରବାସୀ ମାନଙ୍କୁ ନେଇ ଅନୁଷ୍ଟିତ ହୋଇଯାଇ ଅଛି ।

ବିଶ୍ବ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଯୋଗ ଅଭ୍ୟାସ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସୂଚାଇଥିଲେ।

ବାଗ୍ ଗାରର ଅଧିକାରୀ ଶକ୍ତିକାନ୍ତ ମହାଳିକ ପ୍ରତିଦିନ ଶାରୀରିକ ବ୍ୟାୟମ, ଯୋଗ ପ୍ରାଣାୟମ ଆସନ, ଅଭ୍ୟାସ ଦୂରରେ ନିଜକୁ ମାନସିକ ସ୍ତରରେ ରହିବା ସହିତ ମାନସିକ ଶାନ୍ତି ଆସିପାରିବା ଉପରେ ଗୁରୁତ୍ଵରୋପ କରିଥିଲେ।

ବାଗ ଗାରର୍ ଜନମଙ୍କଳ ଅଧିକାରୀ ସୌଭାଗ୍ୟ ବେଉରା ଯୋଗ ଦେଇ ନିୟମନୁଵର୍ତିତ। ଶୂଙ୍କଳା ସହିତ ଯୋଗ ଅଭ୍ୟାସ ଆମକୁ ମାନସିକ ସ୍ତରରେ ଅଧିକ ସଶକ୍ତି କରିପାରିବ ବୋଲି କରିଥିଲେ।

ଏହି ଅବସରରେ ଯୋଗଗୁରୁ ନିର୍ମଳ କୁମାର ବେହେରା ଅନ୍ତବାସି ମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ, ଖାଦ୍ୟ, ହଜମ, ସୁନିଦ୍ରା ଅସ୍ତିମଜା ସମନ୍ଦିୟ ବିଭିନ୍ନ ସମସ୍ୟା, ମେଦ ବହୁଳତା ଓ ମାନସିକ ଶାନ୍ତି ରକ୍ଷା ପାଇଁ ସୂଯ୍ୟ ନମସ୍କାର, ହସ୍ତ ପଦାସନ, କପାଳଭାତି, ଉଦ୍ ଦୟୀ ଅନୁଲୋମ ବିଳମ, ଭ୍ରମରି, ମୟୁରାସନ, ଇତ୍ୟାଦି ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲା ।

ସ୍ଵନ୍ଦନ’ ର ସଦସ୍ୟ ବିଭୁ ପ୍ରସାଦ ଶତପଥୀ ଅତିଥି ପରିଚୟ, ବିଶ୍ଵ ସ୍ୱାସ୍ଥ୍ୟ ଦିବସ ସମ୍ୱନ୍ଧୀୟ ସୂଚନା ଓ ‘ସ୍ପନ୍ଦନ’ ର ବିଭିନ୍ନ ଦିବସରେ ତନତା ଓ ଜନାଭିମୁଖୀ କାର୍ଯ୍ୟ ସମ୍ପନ୍ଦରେ ଅବଗତ କରାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

You missed