Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଭିନ୍ନ ସ୍ଥାନରେ ବେଗୁନିଆପଡ଼ା ଓ କୋଦଳା ପୋଲିସର ମାସ୍କ ଚେକିଂ 

ବ୍ରହ୍ମପୁର (ଟୁକୁନା ପ୍ରଧାନ, ୦୯.୦୪.୨୦୨୧)-: କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଠିରେ ରଖି ପୁଣି ଥରେ କୋଭିଡ୍ ନିୟମକୁ କଡାକଡି କରାଯାଇଛି । ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଓ କୋଦଳା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ବିନା ମାସ୍କ ଧାରୀ ମାନଙ୍କୁ ମାସ୍କ ଦେଇ ସଚେତନତା କରୁଛନ୍ତି । ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କୁ ତାଗିଦ୍ କରାଯିବା ସହ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।

You missed