Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଚକ ଫାଟି ଓଲଟିଲା ମାଲବାହୀ ଟ୍ରକ 

 

 

ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ଭ୍ରମରବର ବେହେରା), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ଖୁଣ୍ଟଣୀ ଏରିଆ ରେ ନେସନାଲ ହାଇୱେ ଠାରେ ଏକ ମାଲ୍ ବାହି ଟ୍ରକ ର ଚକା ଫାଟି ଯିବାରୁ ରାସ୍ତା ରେ ଓଲଟି ପଡିଛି l ଟ୍ରକ ଆପୋଲୋ ଟାୟାର୍ ଦୋକାନ ଆଗରେ ଓଲଟି ପଡିଛି l ଟ୍ରକ ସୂଚନା ରୁ ପ୍ରକାଶ ଯେ ଏହି ଦୁର୍ଘଟଣା ରେ କେହି ମୃତାହତ ହୋଇ ନାହାଁନ୍ତି l ଡ୍ରାଇଭର୍ ମଧ୍ୟ ଠିକ୍ ଅଛି। ପଛ ଚକ ଫାଟି ଯିବାରୁ ଏଇ ଅଘଟଣ ଘଟିଛି। ସ୍ଥାନୀୟ ପୁଲିସ ଘଟଣା ସ୍ତଳରେ ପହଁଞ୍ଚି ଯାଂଚ କରୁଛି।

You missed