Spread the love

ସୁଖୋଇରେ ଉଡ଼ିବେ ରାଷ୍ଟ୍ରପତି

ସୁଖୋଇରେ ଉଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
SU30 MKIରେ ବସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଶନିବାର ସୁଖୋଇରେ ଯାତ୍ରା କରିବେ ରାଷ୍ଟ୍ରପତି।
ତେଜପୁର ଏୟାରଫୋର୍ସ ଷ୍ଟେସନ ଗସ୍ତ ସମୟରେ ଯାତ୍ରା କରିବେ।

Leave a Reply

Your email address will not be published. Required fields are marked *