Spread the love

କାହ୍ନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଲ୍ହା ପଣା
ବଣ୍ଟନ.

ବ୍ରହ୍ମପୁର.. ବ୍ରହ୍ମପୁର ସହରରେ ଭିଷଣ ଗରମ
ଅସହ୍ୟ ଗୁଳୁଗୁଳି. ଏହିପରି ଅସହ୍ୟ ଗରମ
ସମୟରେ ବ୍ରହ୍ମପୁରର ଅଗ୍ରଣୀ ସ୍ଵଚ୍ଛାସେଵୀ
ସଂଗଠନ କାହ୍ନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସୁବାରାଓ ଛକ ଠାରେ ପ୍ରାୟ ୭୦୦ରୂ ୮୦୦ ଲୋକଙ୍କୁ ଚଲ୍ହା ପଣା ବଣ୍ଟନ କରାଯାଇଥିଲା.
କାହ୍ନ ଚାରିଟେବୁଲ ଟ୍ରଷ୍ଟ ର ଏହି ପରି କାର୍ଯ୍ୟକୁ
ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି.ଏହି
କାର୍ଯ୍ୟକ୍ରମକୁ ଟ୍ରଷ୍ଟ ସଭାପତି ରଞ୍ଜନା ମିଶ୍ର ଙ୍କ ସମେତ ରବି ମିଶ୍ର, ବିଶ୍ୱନାଥ ପାତ୍ର,ବିଜୟୀ କୁମାର ମହାନ୍ତି,ସୋନମ ଦାସ ସୁନନ୍ଦା ସ୍ୱାଇଁ,
କଳ୍ପନା ନାୟକ,ପି. କମଲି, ବଂଶୀ ଧର ଦାସ, ସୁରଜିତ ପାଣିଗ୍ରାହୀ,ପ୍ରଦୀପ ସେଠି,ସନ୍ତୋଷ ପାଣିଗ୍ରାହୀ,ଆଦିତ୍ୟ ସାହୁ,କେ. ଗୁରୁମୂର୍ତ୍ତି, ବସନ୍ତ ମଞ୍ଜରୀ ଆଚାରି,ରାଗିନୀ ଶାହ,ସଂଯୁକ୍ତା ତ୍ରିପାଠୀ,ଙ୍କ ସମେତ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *

You missed