ଆଫଗାନିସ୍ତାନରେ ବନ୍ୟା ୪୭ମୃତ
ଆଫଗାନିସ୍ତାନର ୧୧ଟି ପ୍ରୋଭିନ୍ସରେ ପ୍ରଳୟଙ୍କାରୀ ବନ୍ୟା, ୪୭ ମୃତ।
୫୭ରୁ ଅଧିକ ଗୁରୁତର, କିଛି ନିଖୋଜ ଥିବା ସୂଚନା।
୫୦୦ରୁ ଅଧିକ ଘର ଭାଙ୍ଗିବା ସହ ଏକର ଏକର ଚାଷ ଜମି ନଷ୍ଟ।
ୱାରଡାକ ପ୍ରୋଭିନ୍ସ ଅଧିକ ପ୍ରଭାବିତ, ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ।