ମହିଳା ଫିଫା ବିଶ୍ୱକପ୍ ପୂର୍ବରୁ ଗୁଳି: ୨ ମୃତ
ମହିଳା ଫିଫା ବିଶ୍ୱକପ୍ ଆରମ୍ଭର ୧୨ ଘଣ୍ଟା ପୂର୍ବରୁ ଫୁଟିଲା ଗୁଳି।
ସେଣ୍ଟ୍ରାଲ ଅକଲାଣ୍ଡରେ ଗୁଳିକାଣ୍ଡରେ ୨ ମୃତ, ୬ ଆହତ।
ଅଭିଯୁକ୍ତକୁ ଗୁଳି କରି ହତ୍ୟା କଲେ ସୁରକ୍ଷାକର୍ମୀ।
ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ୍ ଆରମ୍ଭ ନେଇ ସରକାରଙ୍କ ଘୋଷଣା।

All rights reserved. Designed by Inter Softech