Spread the love

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଳି ବ୍ଳକ ଅନ୍ତର୍ଗତ କେତୁଆପାଳ ପଞାୟତର ପଞାୟତ ଅଫିସ୍ ଠାରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସଭାରେ ସରପଞ୍ଚ ଅନିମା ମଲ୍ଲିକ, ସମିତି ସଭ୍ୟା ଓସ୍କିତା ମଲ୍ଲିକ, ଆଳି ବ୍ଲକର ବିଡିଓ ମିନତୀ ଜଗଦେବ, ଅତିରିକ୍ତ ତହସିଲଦାର,ପୃର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଜେନା, ସୁବାସ ମଲ୍ଲିକ, ପୁରସ୍ତମ ମଲ୍ଲିକ, ସୁଦର୍ଶନ ସାମଲ, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

You missed