Spread the love

ବେପାରୁଆ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା, ରେଳ ଲାଇନକୁ ଖସିଲା ଟ୍ରକ।

ଆଙ୍କର – ବେପରୁଆ ଭାବରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା।ଭାରସାମ୍ୟ ହରାଇ ରେଳ ଲାଇନକୁ ଖସିଲା ଲୁହା ପଥର ବୋଝେଇ ଟ୍ରକ। ରେଳ ଚଳାଚଳ ବ୍ୟାହତ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଯୋଡ଼ା ଥାନା ଅନ୍ତର୍ଗତ ଗୁରୁବେଡା ନିକଟରେ ଭାରସାମ୍ୟ ହରାଇ ରେଳ ଟନେଲ ଭିତରକୁ ଖସିଲା ଲୁହାପଥର ବୋଝେଇ ଟ୍ରକ। ଡ୍ରାଇଭର ଗୁରୁତର। ପ୍ରଭାବିତ ରେଳ ଯାତାୟାତ, ଘଟଣା ସ୍ଥଳରେ ରେଳବାଇ ପୋଲିସ ର ତଦନ୍ତ ଜାରି। ତେବେ ଆଜି ଭୋର ସମୟରେ ଭାରସାମ୍ୟ ହରାଇ ଟ୍ରକଟି ଖସି ପଡ଼ିଥିବା ବେଳେ ଟ୍ରକ କୁ ରେଳ ଲାଇନରୁ ଉଠାଇ ରେଳ ଚଳାଚଳ ସ୍ୱାଭାବିକ କରିବାକୁ ପ୍ରୟାସ ଆରମ୍ଭ କରିଥିଲା ରେଳବାଇ ପୋଲିସ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed