Spread the love

ସାହାଯ୍ୟ ର ହାତ ବଢ଼େଇଲେ ପୂର୍ବତ୍ତନ ଅଧ୍ୟକ୍ଷ…

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଝିଲ୍ଲୀ ପଂଚାୟତ ତୋରଡାନାଳି ଗ୍ରାମର ଅସହାୟ ପରିବାର କୁ ସାହାର୍ଯ୍ୟର ହାତ ବଢାଇଲେ ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ
କଙ୍କଡ଼ାହାଡ଼ ବ୍ଲକ ଝିଲ୍ଲି ଗ୍ରାମ ପଞ୍ଚାୟତ ତୋରଡ଼ାନାଳି ନୂଆସାହିର ଅସହାୟ ଉଲ୍ଲାସ ଚମ୍ପିଆ ଙ୍କୁ ସାହାଯ୍ୟର ହାତ ବଢାଇଲେ କଙ୍କଡ଼ାହାଡ଼ ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ। ସ୍ବାମୀ ମୃତ ବରଣ ପରେ ଚାରିଟି ଛୋଟ ଛୋଟ ଛୁଆଙ୍କୁ ନେଇ ଦୁଃଖ କଷ୍ଟରେ ଜୀବନ ବିତାଉଥିବା ଗଣମାଧ୍ୟରେ ଖବର ପ୍ରସାରଣ ହୋଇଥିଲା ଖବର ପାଇ କଙ୍କଡ଼ାହାଡ଼ ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ ସାହାର୍ଯ୍ୟର ହାତ ବଢ଼ାଇବା ସହ ସମସ୍ତ ପ୍ରକାରର ସାହାର୍ଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ମହାନ କାର୍ଯ୍ୟକୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି!

Leave a Reply

Your email address will not be published. Required fields are marked *