ଭାରତରେ ଇରାନର ଯୁଦ୍ଧ ଜାହାଜ। ଶ୍ରୀଲଙ୍କା ନିକଟରେ ‘IRIS Dena’ ଜାହାଜ ଦୁର୍ଘଟଣାର କିଛି ଦିନ ପୂର୍ବରୁ, ଇରାନ ଭାରତକୁ ଏକ ଜରୁରୀ ସାହାଯ୍ୟ ମାଗିଥିଲା । ଇରାନର ଅନ୍ୟ ଏକ ଯୁଦ୍ଧ ଜାହାଜ ‘IRIS Lavan’ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ, ଏହାକୁ ଭାରତରେ ରଖିବା ପାଇଁ ଫେବୃଆରୀ ୨୮ ତାରିଖରେ ଅନୁରୋଧ କରାଯାଇଥିଲା ।
ଭାରତ ସରକାର ମାର୍ଚ୍ଚ ୧ ତାରିଖରେ ଏହି ଅନୁମତି ପ୍ରଦାନ କରିଥିଲେ। ମାର୍ଚ୍ଚ ୪ ତାରିଖରେ ଇରାନର ଏହି ଜାହାଜ କେରଳର କୋଚି ବନ୍ଦରରେ ପହଞ୍ଚିଛି । ଜାହାଜରେ ଥିବା ୧୮୩ ଜଣ କ୍ରୁ ସଦସ୍ୟଙ୍କୁ ବର୍ତ୍ତମାନ ଭାରତୀୟ ନୌସେନାର ସ୍ୱତନ୍ତ୍ର ସୁବିଧାରେ ରଖାଯାଇଛି । ଭାରତରେ ପହଞ୍ଚିଲା ଇରାନର ଯୁଦ୍ଧ ଜାହାଜ! କୋଚି ବନ୍ଦରରେ ଲାଗିଲା ‘IRIS Lavan’। ୧୮୩ କ୍ରୁ ସଦସ୍ୟଙ୍କୁ ମିଳିଛି ଆଶ୍ରୟ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

