Spread the love

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତୃଣମୂଳ କଂଗ୍ରେସ ଠାରୁ ବିଜେପି ବଡ ବ୍ୟବଧାନରେ ଜିତୁଥିବା ଦେଖାଯାଉଛି। ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଜେପି ୨୦୮ ଆସନରେ ବିଜୟୀ/ ଆଗୁଆ ଥିବା ବେଳେ ଟିଏମସି କୁ ୭୯ ଆସନ ମିଳୁଥିବା ଜଣାପଡୁଛି। କିନ୍ତୁ ସବୁଠାରୁ ଚର୍ଚ୍ଚିତ ଆସନ ଭବାନୀପୁରରେ ମମତା ବାନାର୍ଜୀଙ୍କୁ ଶୁଭେନ୍ଦୁ ଅଧିକାରୀ ଏବେ ଝଟକା ଦେଇଛନ୍ତି।

ମୋଟ ୨୦ ପର୍ଯ୍ୟାୟ ଭୋଟ ଗଣତି ଶେଷ ସୁଦ୍ଧା ମମତାଙ୍କ ଠାରୁ ଶୁଭେନ୍ଦୁ ୧୫ ହଜାର ୧୧୩ ଭୋଟରେ ବିଜୟ ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *