Spread the love

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଅନ୍ତର୍ଗତ ଗିରିବନ୍ଦ ଠାରେ ଥିବା ସ୍ବର୍ଗତ ଶିକ୍ଷକ ତଥା ପରୋପକାରୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ଏବଂ ସମାଜସେବୀ ଶ୍ରୀଧର ପାତ୍ରଙ୍କ ପଞମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ପ୍ରତିଭା ସମ୍ମାନ ପୁରସ୍କାର ଉତ୍ସବରେ କେନ୍ଦ୍ରାପଡ଼ା, ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ବରିଷ୍ଠ ଯୁବ ସାମ୍ବାଦିକ ସରୋଜ କୁମାର ସାହୁଙ୍କୁ ଆଳି ନାଗରିକ ମଞର ସଭାପତି ଧନେଶ୍ୱର ରାଉତ,ହାବଳଗଣ୍ଡ ପାଟଣା ହାଇସ୍କୁଲର ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାହାସ ବିହାରି ମହାନ୍ତି,ବସନ୍ତ ନୀଳୟ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା କବି ଗୋବିନ୍ଦ ଚନ୍ଦ୍ର ନନ୍ଦ,ଶ୍ରୀମା ଅରବିନ୍ଦ ଙ୍କ ବରିଷ୍ଠ କର୍ମକର୍ତ୍ତା ମହୋଦୟ ଙ୍କ କରକମଳରେ ଆଜି ପବିତ୍ର ଗୁରୁବାର ତା21/5/2026 ରିଖରେ ସମ୍ମାନିତ କରାଯାଇଥିଲା

Leave a Reply

Your email address will not be published. Required fields are marked *

You missed