Category: ଢେଙ୍କାନାଳ

ଢେଙ୍କାନାଳବାସୀଙ୍କୁ ବଡ଼ ଉପହାର: ଖୋଲିଲା ପ୍ରଥମ ‘ଚାଉଳ ଏଟିଏମ୍’, ଏବେ ହିତାଧିକାରୀଙ୍କୁ ସହଜରେ ମିଳିବ ରାସନ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଉଦ୍ଘାଟିତ

ଢେଙ୍କାନାଳବାସୀଙ୍କୁ ବଡ଼ ଉପହାର: ଖୋଲିଲା ପ୍ରଥମ ‘ଚାଉଳ ଏଟିଏମ୍’, ଏବେ ହିତାଧିକାରୀଙ୍କୁ ସହଜରେ ମିଳିବ ରାସନ ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ବଡ଼ ଉପହାର ପ୍ରଦାନ କରାଯାଇଛି। ଖାଉଟି କଲ୍ୟାଣ ତଥା ଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ…

ଦୀର୍ଘ ବର୍ଷ ପରେ ଢେଙ୍କାନାଳରେ ରୟାଲ ସର୍କସ: ମନଫଟ ପଡ଼ିଆରେ ଜମୁଛି ଦର୍ଶକଙ୍କ ଭିଡ଼

ଦୀର୍ଘ ବର୍ଷ ପରେ ଢେଙ୍କାନାଳରେ ରୟାଲ ସର୍କସ: ମନଫଟ ପଡ଼ିଆରେ ଜମୁଛି ଦର୍ଶକଙ୍କ ଭିଡ଼ ଢେଙ୍କାନାଳ: ଦୀର୍ଘ ବର୍ଷର ବ୍ୟବଧାନ ପରେ ଢେଙ୍କାନାଳ ସହରରେ ପୁଣିଥରେ ସର୍କସର ରୋମାଞ୍ଚ ଫେରିଛି। ଜୁବୁଲି ଟାଉନ୍ ସ୍ଥିତ ମନଫଟ ପଡ଼ିଆରେ ରୟାଲ ସର୍କସର ଶୁଭାରମ୍ଭ…

ବୁଲାଗୋରୁଙ୍କ ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କର୍ମଚାରୀଙ୍କ ପକ୍ଷରୁ ଅଭିନବ ପ୍ରୟାସ

ବୁଲାଗୋରୁଙ୍କ ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କର୍ମଚାରୀଙ୍କ ପକ୍ଷରୁ ଅଭିନବ ପ୍ରୟାସ Post Views: 1

ଜନ୍ମାଷ୍ଟମୀ ପାଇଁ ଢେଙ୍କାନାଳ ବଜାରରେ ବଢୁଛି ପୂଜା ସାମଗ୍ରୀର ଚାହିଦା

ଜନ୍ମାଷ୍ଟମୀ ପାଇଁ ଢେଙ୍କାନାଳ ବଜାରରେ ବଢୁଛି ପୂଜା ସାମଗ୍ରୀର ଚାହିଦା ଢେଙ୍କାନାଳ ସହରରେ ଆସନ୍ତା ଜନ୍ମାଷ୍ଟମୀକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ବଜାର। ବିଶେଷ କରି ମୀନା ବଜାର ସମେତ ସହରର ବିଭିନ୍ନ ପୂଜା ସାମଗ୍ରୀ ଦୋକାନରେ ଭିଡ଼ ଜମୁଛି। ଜନ୍ମାଷ୍ଟମୀ…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଶୁଭାରମ୍ଭ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଶୁଭାରମ୍ଭ ଢ଼େଙ୍କାନାଳ, ୦୧.୦୯.୨୦୨୬- ଆସନ୍ତା କାଲି ସେପ୍ଟେମ୍ବର ୨ ତାରିଖ ଦିନ ଭୁବନେଶ୍ଵର ରେଳ ଷ୍ଟେସନ ଠାରୁ ବରିଷ୍ଠ ନାଗରିକମାନେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପ୍ରାପ୍ତି ନିମନ୍ତେ ବାରଣାସୀ- ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ ।…

ମା’ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ୧୫୫୦ କୋଟି, ଜିଲ୍ଲାପାଳଙ୍କୁ ଭେଟି ତଥ୍ୟ ମାଗିଲା ଆପ୍

ମା’ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ୧୫୫୦ କୋଟି, ଜିଲ୍ଲାପାଳଙ୍କୁ ଭେଟି ତଥ୍ୟ ମାଗିଲା ଆପ୍ ଢେଙ୍କାନାଳ : ମା’ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ରାଜ୍ୟ ସରକାର ୧୫୫୦ କୋଟି ପ୍ରଦାନ କରିଛନ୍ତି। ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର…

ଢେଙ୍କାନାଳରେ ଖୋଲା କୂଅରୁ ଆହତ ମାଈ ହାତୀ ଛୁଆ ଉଦ୍ଧାର

ଢେଙ୍କାନାଳରେ ଖୋଲା କୂଅରୁ ଆହତ ମାଈ ହାତୀ ଛୁଆ ଉଦ୍ଧାର ଢେଙ୍କାନାଳ, ୧ ସେପ୍ଟେମ୍ବର ୨୦୨୬: ଢେଙ୍କାନାଳ ବନଖଣ୍ଡ ଅଧୀନ ଢେଙ୍କାନାଳ ରେଞ୍ଜର ଗଡ଼ସିଳା ସେକ୍ସନ୍‌ର କୌନ୍ରିପାଳ ବିଟ୍‌ ଅଞ୍ଚଳରେ ଏକ ଖୋଲା କୂଅରୁ ପ୍ରାୟ ୩ ବର୍ଷ ବୟସର ଏକ…

ଜରୁରୀକାଳୀନ ପ୍ରସ୍ତୁତିର ମୁକାବିଲା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ମକ୍ ଡ୍ରିଲ୍

ଜରୁରୀକାଳୀନ ପ୍ରସ୍ତୁତିର ମୁକାବିଲା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ମକ୍ ଡ୍ରିଲ୍ ମେରାମଣ୍ଡଳୀ, ୧ ସେପ୍ଟେମ୍ବର ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ୍‌) ପକ୍ଷରୁ ଏହାର ଗେଟ୍‌-୧ ବସ୍ ପାର୍କିଂ ଅଞ୍ଚଳରେ ଏକ ଜରୁରୀକାଳୀନ ସୁରକ୍ଷା ମକ୍ ଡ୍ରିଲ୍…

ଢେଙ୍କାନାଳରେ ଖୋଲିଲା Zelio EVର ନୂଆ ଶୋ’ରୁମ୍

ଢେଙ୍କାନାଳରେ ଖୋଲିଲା Zelio EVର ନୂଆ ଶୋ’ରୁମ୍ ଢେଙ୍କାନାଳ ସହରରେ ଇଲେକ୍ଟ୍ରିକ୍ ଯାନ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ଦକ୍ଷିଣକାଳୀ ରୋଡ୍‌ରେ ରିଲାଏନ୍ସ ମଲ୍‌ ସାମ୍ନାରେ ଖୋଲିଛି Zelio EVର ନୂଆ ଶୋ’ରୁମ୍।ପରିବେଶ ଅନୁକୂଳ ଓ ଆଧୁନିକ ଇଲେକ୍ଟ୍ରିକ୍ ଯାନକୁ…

ଦଳିତ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତ ପରିବାର

ଦଳିତ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତ ପରିବାର ଢେଙ୍କାନାଳ ଜିଲ୍ଲା କଂଟାବଣିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ ଦଳିତ ଯୁବକଙ୍କୁ ମାଡ଼ ମାରିବା ସହ ଧମକ ଦେବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ୍‌ରେ ଏତଲା ହୋଇଥିଲେ…